Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚା’ ନ ମିଳିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ଅପରାଧ

ଚା’ ନ ମିଳିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

July 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଜଗତସିଂହପୁର : ସ୍ବାମୀ- ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମ ପାଇଁ । ସ୍ନେହ, ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନ। ମାତ୍ର ସାମାନ୍ୟ କିଛି କାରଣ ପାଇଁ ଏହି ସମ୍ପର୍କ ଆଜି କଳଙ୍କିତ । ସାମାନ୍ୟ ଚା’ ପାଇଁ ଆଜି ଜଣେ ସ୍ତ୍ରୀର ଜୀବନ ନେଇଛି ଜଣେ ସ୍ବାମୀ ।  ଜଗତସିଂହପୁର ଜିଲ୍ଲା ମାଳିତୋଟା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଚା’ ନ ମିଳିବାରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଚା’ ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ନୃଶଂସ ସ୍ବାମୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ ଓ ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ

June 9, 2026

୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଲା କ୍ୟାବିନେଟ

June 8, 2026

ଉଜ୍ଜଳା ହିତାଧିକାରୀଙ୍କୁ ଝଟକା

June 8, 2026

ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟାବହ ଦୁର୍ଘଟଣା: ୮ ମୃତ

June 8, 2026
Latest News

ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ ଓ ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ

June 9, 2026

ବିସ୍ତୃତ ରାଶିଫଳ: ଜୁନ ୯ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଧନ ଯୋଗ

June 9, 2026

୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଲା କ୍ୟାବିନେଟ

June 8, 2026

ଉଜ୍ଜଳା ହିତାଧିକାରୀଙ୍କୁ ଝଟକା

June 8, 2026

ଇଣ୍ଡିଆ ମେଣ୍ଟର ମହାମନ୍ଥନ: ୨୦୨୯ ଲକ୍ଷ୍ୟରେ ବିରୋଧୀଙ୍କ ନୂଆ ରଣନୀତି

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.