Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବନବିଭାଗର ରାତି ଅଧରେ ଚଢଉ: ବାର୍‌ହା ମାଂସ ଭୋଜି କରୁଥିବା ସମୟରେ ୨ଶିକାରୀ ଗିରଫ
ଅପରାଧ

ବନବିଭାଗର ରାତି ଅଧରେ ଚଢଉ: ବାର୍‌ହା ମାଂସ ଭୋଜି କରୁଥିବା ସମୟରେ ୨ଶିକାରୀ ଗିରଫ

September 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Delhi Police arrest Bhubaneswar youth over extremist posts
Delhi Police arrest Bhubaneswar youth over extremist posts

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି।

ପ୍ରକାଶ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତମ ସାହୁ ଓ ପୂର୍ଣଚନ୍ଦ୍ର ବାଗ୍ ଗୋଗୁଆ ହାଇସ୍କୁଲ ପଡିଆରେ ବାରହା ମାଂସ ଭୋଜି କରୁଥିବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ସେମାନଙ୍କ ଠାରୁ ବାରହା ମାଂସ ସହ ସେମାନଙ୍କୁ ବନ ବିଭାଗ ଧରିଥିଲା। ଗତକାଲି ଛୁଟିଥିବାରୁ ଶିକାରୀ ଦ୍ୱୟଙ୍କୁ ଆଜି ବନବିଭାଗ କୋର୍ଟଚାଲାଣ କରିଛି। ଶିକାରୀଦ୍ୱୟ ଏମିତି ପ୍ରତିଦିନ ଜଙ୍ଗଲରୁ ଅବାଧରେ ଜନ୍ତୁଶିକାର କରୁଥିବାର ବନ ବିଭାଗ କହିଛି। ଏମାନଙ୍କୁ ଧରିବାକୁ ବନବିଭାଗ ବହୁଦିନରୁ ଜାଲ ବିଛାଇଥିଲା ହେଲେ ଧରିବାରେ ସଫଳ ହୋଇପାରୁ ନ ଥିଲା।

ଗୋଗୁଆ ଅଂଚଳରେ ପ୍ରତ୍ୟେକ ଦିନ ଚୋରାରେ ବନ୍ଧୁକ ରଖି ଜନ୍ତୁ ଶିକାର କରି ବାହାର ଜିଲ୍ଲାକୁ ପ୍ୟାକେଟ୍ କରି ଅବାଧରେ ଚାଲାଣ ହେଉଛି ବାରହା ମାଂସ। ବନବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇପାରୁନାହିଁ। ଏହି ଚଢଉରେ ଡଇଁଚା ଫରେଷ୍ଟର ଡୋଳାଧର ମେହେର, ଫରେଷ୍ଟଗାର୍ଡ ରାମନାରାୟଣ ମେଣ୍ଡୁଲୀ ଏବଂ ତାଙ୍କ ଟିମ୍ ଚଢଉ କରିଥିଲେ।

ରେଢାଖୋଲ ବନଖଣ୍ଡ ଶିକାରୀ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.