Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଘରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଲେ ମହିଳା: ଜଣେ ମୃତ, ତିନି ଗୁରୁତର
ଅପରାଧ

ଘରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଲେ ମହିଳା: ଜଣେ ମୃତ, ତିନି ଗୁରୁତର

October 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାର ଜଣେ ମହିଳା ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଇଛନ୍ତି । ନିଜେ ମଧ୍ୟ ବିଷମିଶ୍ରିତ ଚା’ ପିଇଛନ୍ତି । ତେବେ ଅବୈଧ ସମ୍ପର୍କ କାରଣରୁ ପରିବାରର ସମସ୍ତଙ୍କୁ ବିଷ ମିଶ୍ରିତ ଚା’ ଦେଇଥିବାର ଖବର ରହିଛି। ଏହି ଘଟଣାରେ ଅଭିଯୁକ୍ତା ମହିଳାଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଅବସ୍ଥା ବେଶ୍‌ ଗୁରୁତର ରହିଛି । ପୋଲିସ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ମଧୁବନୀ ଜିଲ୍ଲାର ବିସ୍ଫି ଥାନା ସ୍ଥିତ ସାଦୁଲ୍ଲାପୁର ଅଞ୍ଚଳରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ରହୁଥିବା ଜନୈକ ମହିଳା ଅବୈଧ ସମ୍ପର୍କ ପାଇଁ ନିଜ ଶାଶୁ ଓ ଦିଅରଙ୍କ ସହିତ ତିନି ପୁଅଙ୍କୁ ମଧ୍ୟ ଚା’ରେ ବିଷ ମିଶାଇ ପିଆଇଦେଇଛନ୍ତି । ଏହା ସହିତ ନିଜେ ମଧ୍ୟ ଏହି ବିଷ ମିଶ୍ରିତ ଚା’ ପିଇଛନ୍ତି। ଚା’ ପିଇବା ପରେ ସମସ୍ତଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଡିଏମସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତଙ୍କ ଚିକିତ୍ସା ଚାଲିଛି । ତେବେ ମହିଳାଙ୍କ ଦୁଇ ପୁଅଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମହିଳା ସମେତ ଅନ୍ୟ ତିନିଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଟିକେ ସୁଧାର ଆସିଥିବାର ସୂଚନା ରହିଛି । ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ମହିଳାଜଣକ କ’ଣ ପାଇଁ ସମସ୍ତଙ୍କୁ ବିଷ ଚା’ ଦେଲେ, ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛି । (ଏଜେନ୍ସି)

onedied relationship
Share. Facebook Twitter LinkedIn Email WhatsApp Copy Link

Related Posts

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026

ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ

September 7, 2026

ସତ୍ୟ ନିକେତନ ଘଟଣାର ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ: ୫ MCD ଅଧିକାରୀ ନିଲମ୍ବିତ

September 7, 2026

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026
Latest News

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026

ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ

September 7, 2026

ନେପାଳ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି

September 7, 2026

ସତ୍ୟ ନିକେତନ ଘଟଣାର ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ: ୫ MCD ଅଧିକାରୀ ନିଲମ୍ବିତ

September 7, 2026

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.