Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଭାସ ଓ ପୂଜାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେଶ୍ୟାମ୍’ର ପୋଷ୍ଟର ରିଲିଜ୍‌
ଆଜିର ଖବର

ପ୍ରଭାସ ଓ ପୂଜାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେଶ୍ୟାମ୍’ର ପୋଷ୍ଟର ରିଲିଜ୍‌

July 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍‌ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍‌’ ରହିଛି । ଏହି ଫିଲ୍ମରେ ପ୍ରଭାସ ଓ ପୂଜା ହେଗେଡଙ୍କ ଜବରଦସ୍ତ ରୋମାଣ୍ଟିକ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଭିନ୍ନ ଭିନ୍ନ ଭାଷାରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ କରାଯାଇଛି । ’ରାଧେଶ୍ୟାମ୍’‘ ଚାରୋଟି ଭାଷାରେ ରିଲିଜ୍‌ ହେବାକୁ ରହିଛି । ଏହା 2021 ମସିହାରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ପ୍ରଭାସ ଏହି ଫିଲ୍ମରେ ପୋଷ୍ଟରକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଛି ।

ରିଲିଜ୍‌ ହୋଇଥିବା ପୋଷ୍ଟରରେ ପ୍ରଭାସ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଥିବାବେଳେ ପୂଜା ରେଡ୍‌ ଗାଉନ୍‌ରେ ବେଶ୍‌ ଗ୍ଲାମର୍ସ ଲାଗୁଛନ୍ତି । ଏହି ପୋଷ୍ଟରରେ ପୂଜା ଓ ପ୍ରଭାସ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବାର ପୋଜ୍‌ ଦେଇଛନ୍ତି । ସେହିପରି ରିଲିଜ୍‌ ହୋଇଥିବା ପୋଷ୍ଟରର ବ୍ରାକ୍‌ଗ୍ରାଉଣ୍ଡରେ ବନ୍ୟା ଓ ଜଳ ପ୍ଲାବନ ଦେଖିବାକୁ ମିଳିଛି ।

ତେବେ ପ୍ରଥମଥର ପାଇଁ ପ୍ରଭାସ ଓ ପୂଜାଙ୍କ ଯୋଡିଙ୍କ ଦର୍ଶକେ ବଡ ପରଦାରେ ଦେଖିବାକୁ ପାଇେବ । ଏହି ଫିଲ୍ମରେ ପୂଜା ଓ ପ୍ରଭାସଙ୍କ ବ୍ୟତୀତ ପ୍ରିୟଦର୍ଶ, ଭାଗଶ୍ୟଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । (ଏଜେନ୍ସି)

PRABHASH
Share. Facebook Twitter LinkedIn Email WhatsApp Copy Link

Related Posts

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026
Latest News

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026

CJPର ଆନ୍ଦୋଳନକୁ AAP ଓ ବାମପନ୍ଥୀ ଦଳଙ୍କ ସମର୍ଥନ, ଦୂରେଇ ରହିଲା କଂଗ୍ରେସ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.