Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଭୁବନେଶ୍ବର ବିଜେଡି ରାଜନୀତି ସରଗରମ, ଚାରି ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କଲା ଦଳ
ନିର୍ବାଚନ ଖବର

ଭୁବନେଶ୍ବର ବିଜେଡି ରାଜନୀତି ସରଗରମ, ଚାରି ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କଲା ଦଳ

September 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ବିଜେଡି
ଭୁବନେଶ୍ବର ବିଜେଡି ରାଜନୀତି ସରଗରମ, ଚାରି ଜଣଙ୍କୁ କାରଣଦର୍ଶା ନୋଟିସ ଜାରି କଲା ଦଳ

ଭୁବନେଶ୍ବର: ଧିରେ ଧିରେ ଭୁବନେଶ୍ବର ବିଜେଡି ରାଜନୀତି ବିବାଦୀୟ ହେବାରେ ଲାଗିଛି। ମୁଖ୍ୟତଃ ଭୁବନେଶ୍ବର ବିଜେଡି କରର୍ପୋରେଟରଙ୍କ ମଧ୍ୟରେ ଯେପରି ଛକାପଞ୍ଚା ଲାଗି ରହିଛି ତାହା ପଦାକୁ ବାହାରି ସାରିଲାଣି। ଏପରି କଳି ଦେଖି ଆଜି ବିଜେଡି ଚାରିଜଣ ନେତାଙ୍କ ବିରୋଧରେ କାରଣଦର୍ଶା ନୋଟିସ ଜାରୀ କରିଛି। ୧୫ ଦିନ ମଧ୍ୟରେ କଣ ପାଇଁ ବିଶୃଙ୍ଖଳିତ କାମ କରୁଛ ତାହାର ସ୍ପଷ୍ଟି କରଣ ଦେବା ପାଇଁ କୁହାଯାଇଛି।

ଯେଉଁ ଚାରିଜଣଙ୍କୁ ବିଜେଡି ଏହି ନୋଟିସ ଜାରୀ କରିଛି ସେମାନଙ୍କ ମଧ୍ୟରୁ ଦୁଇ ଜଣ କରର୍ପୋରେଟର ଏବଂ ଆଉ ଦୁଇଜଣ ଦଳୀୟ ନେତା। ଦୁଇ କରର୍ପୋରେଟର ହେଲେ ଅମେରଶ ଜେନା ଏବଂ ବିରଞ୍ଚି ମହାସୁପକାର। ସେହିପରି ଦୁଇ ନେତା ହେଲେ ଏକାମ୍ର ଭୁବନେଶ୍ବରର ଯୁବ ଜନତା ଦଳ ସଭାପତି ରାଜେଶ ପାତ୍ର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିବେକ ସ୍ବାଇଁ।

ଏହି ନୋଟିସ ଜାରୀ କରିଛନ୍ତି ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆପଣ ଦଳ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବାର ଦଳର ସଭାପତିଙ୍କ ଦୃଷ୍ଟିକୁ ଆସିଛି। ଆପଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ୧୫ ଦିନ ମଧ୍ୟରେ ଏହାର ସ୍ପଷ୍ଟିକରଣ ରଖ ବୋଲି କୁହାଯାଇଛି। ସମସ୍ତଙ୍କୁ ଅଲଗା ଅଲଗା ନୋଟିସ ଜାରୀ କରାଯାଇଛି।

ଅମେରଶ ଜେନା ବିଏମସି ବିରଞ୍ଚି ମହାସୂପକାର ଭୁବନେଶ୍ବର ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

July 9, 2026

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ: ମନୋନୀତ ହାର ପ୍ରାୟ ୯୩.୦୪%

July 9, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026
Latest News

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

July 9, 2026

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ: ମନୋନୀତ ହାର ପ୍ରାୟ ୯୩.୦୪%

July 9, 2026

ଆଜି ଜୁଲାଇ ୯ ତାରିଖ ଗୁରୁବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଦୟ

July 9, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.