Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭ଟି ଲୋକସଭା ଆସନ ୨୦ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
ବିଶେଷ ଖବର

୭ଟି ଲୋକସଭା ଆସନ ୨୦ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

March 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
congress releases candidate list
congress releases candidate list

କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର।

ଲୋକସଭା ପ୍ରାର୍ଥୀ-

୧-ପୁରୀ- ସତ୍ୟପ୍ରକାଶ ନାୟକ

୨-କେନ୍ଦୁଝର-ଫକୀର ମୋହନ ନାୟକ

୩-କେନ୍ଦ୍ରାପଡା- ଧରଣୀଧର ନାୟକ

୪-ଜଗତସିଂହପୁର- ପ୍ରତିମା ମଲ୍ଲିକ

୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ

୬-ଭଦ୍ରକ- ମଧୁମିତା ସେେଠୀ

୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ

ବିଧାୟକ ପ୍ରାର୍ଥୀ-

୧-ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ

୨-ପାଟଣା-ଶ୍ରୀ ଗୋପେଶ୍ୱର ନାୟକ

୩-ଯଶିପୁର- ଶ୍ରୀ ମହେନ୍ଦ୍ର ନାୟକ

୪-ଉଦଳା- ଶ୍ରୀ ବେଣୁଧର ମହାପାତ୍ର

୫-ବାରିପଦା- ଶ୍ରୀ ଦଶରଥ ସିଂହ

୬-ଭୋଗରାଇ- ଶ୍ରୀ ସତ୍ୟଶିବ ଦାସ

୭-ବସ୍ତା- ଶ୍ରୀ ବିଜୟ ନାୟକ

୮-ରେମୁଣା- ଶ୍ରୀ ପ୍ରତାପ ସେଠୀ

୯-ବାସୁଦେବପୁର- ଶ୍ରୀ ଅଶୋକ କୁମାର ଦାସ

୧୦-ଧାମନଗର- ଶ୍ରୀ ବିଦ୍ୟାଧର ଜେନା

୧୧-ବିଝାଂରପୁର- ଶ୍ରୀ ମନୋରଂଜନ ଦାସ

୧୨-ବରି- ଶ୍ରୀ ଉମେଶ ଜେନା

୧୩-ସୁକିନ୍ଦା- ଶରତ ରାଉତ

୧୪-ପରଜଙ୍ଗ- ଜସସ୍ୱିନୀ ରାଉତ

୧୫-ନିଆଳି- ମମତା ଭୋଇ

୧୬-ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

୧୭-ପାଟକୁରା- ଜୟନ୍ତ ମହାନ୍ତି

୧୮-ତିର୍ତୋଲ- ବିଭୁପ୍ରସାଦ ତରାଇ

୧୯-ପୁରୀ-ଅରୋ ପ୍ରସାଦ ମିଶ୍ର

୨୦-ନୟାଗଡ-ମନୋଜ କୁମାର ସାହୁ

 

 

candidatelist Congress mla mp Odisha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026
Latest News

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୋରଧା: ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.