Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହେ ପ୍ରଭୃ ଦେଖାଦିଅ, ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରସିଦ୍ଧ ମନ୍ଦିର
ଜାତୀୟ ଖବର

ହେ ପ୍ରଭୃ ଦେଖାଦିଅ, ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରସିଦ୍ଧ ମନ୍ଦିର

January 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଭକ୍ତିଙ୍କ ପାଇଁ ଖୋଲା ଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରିଣି ମନ୍ଦିର, କେନ୍ଦ୍ରପଡାର ବଳଦେବଜୀୟୁ ମନ୍ଦିର ପ୍ରମୁଖ ଖୋଲାଯାଇଛି। ଲିଙ୍ଗରାଜମନ୍ଦିରରେ ବର୍ତ୍ତମାନ ବାହାର ଭକ୍ତଙ୍କୁ ପ୍ରେବଶ ଅନୁମତି ଦିଆଯାଇ ନାହିଁ। କେବଳ ଭୁବନେଶ୍ବର ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ସେଥିପାଇଁ ଭୁବନେଶ୍ବର ଠିକଣା ଥିବା ପରିଚୟପତ୍ର ଦେଖାଇବାକୁ ପଡିବ।

ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଆଜି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ପୂର୍ବରୁ ପୁରୀ ବାସିନ୍ଦା ଏବଂ ସେବକମାନେ ଦର୍ଶନ କରିବାର ସୁଯୋଗ ମିଳିଥିଲା। ବର୍ତ୍ତମାନ 3 ତାରିଖରୁ ସର୍ବସାଧାରଣ ଦର୍ଶନ ରହିଛି। ହେଲେ ମନ୍ଦିର ଭିତରକୁ ଯିବାକୁ ହେଲେ କରୋନା ନେଗେଟିଭ ରିପୋର୍ଟ ନେବାକୁ ପଡିବ। 48 ଘଣ୍ଟା ମଧ୍ୟରେ ଏହି ରିପୋର୍ଟ ବାହାରିଥିବାର ଆବଶ୍ୟକ। ତାହା ହେଲା ଜଗା ଦର୍ଶନ କରିପାରିବେ।

ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀ ମନ୍ଦିରର ମଧ୍ୟ ଭକ୍ତଙ୍କ ପାଇଁ ଖୋଲାଯାଇଛି। ଭୋରରୁ ସମସ୍ତ ରୀତିନୀତି ପରେ ଆଜି ମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କୁ ଅନୁମତି ମିଳିଛି। ସେହିପରି କେନ୍ଦ୍ରପଡାର ଶ୍ରୀବଳଦେବଜୀୟୁ ମନ୍ଦିରରେ ମଧ୍ୟ କଟକଣା ମଧ୍ୟରେ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ଗଂଜାମର ପ୍ରସିଦ୍ଧ ଠାକୁରାଣୀ ମା ତାରାତାରିଣୀ ମନ୍ଦିର। ସେଠାରେ ମଧ୍ୟ ଭକ୍ତମାନେ କୋଭିଡ କଟକଣା ନିୟମ ମାନି ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଖୋଲିଲା ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026
Latest News

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.