Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ମିଳିଲା ରାବଣର ମୃତଦେହ ରଖା ଯାଇଥିବା ସ୍ଥାନ, ଅଧିକ ଗବେଷଣା ପାଇଁ ଚାଲିଛି ଯୋଜନା
ଧର୍ମ

ମିଳିଲା ରାବଣର ମୃତଦେହ ରଖା ଯାଇଥିବା ସ୍ଥାନ, ଅଧିକ ଗବେଷଣା ପାଇଁ ଚାଲିଛି ଯୋଜନା

January 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କଲମ୍ବୋ: ଶ୍ରୀଲଙ୍କାର ଏକ ଗବେଷକ ଦଳ ଗବେଷଣା କରି ଦାବି କରିଛନ୍ତି ​​ଯେ ଶ୍ରୀଲଙ୍କାରେ ଏପରି ୫୦ ଟି ସ୍ଥାନ ମିଳିଛି ଯାହା ରାମାୟଣ ସହିତ ଜଡିତ। ସେହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ରନାଗିଲର ଗୁମ୍ଫା, ଯେଉଁଠାରେ ଆଜି ମଧ୍ୟ ରାବଣର ଶବ ସଂରକ୍ଷିତ ରଖାଯାଇଛି ବୋଲି ଦାବି କରାଯାଇଛି। ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ସର୍ବେକ୍ଷଣ କେନ୍ଦ୍ର ଏବଂ ସେଠାକାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହି ଆବିଷ୍କାର କରାଯାଇଛି। ତଥାପି, ଏହାକୁ କେହି ନିଶ୍ଚିତ କରି ନାହାଁନ୍ତି। ଏହା ଜଣାପଡିବା ପରେ କିଛି ଟିଭି ଚ୍ୟାନେଲ ସେହି ସ୍ଥାନକୁ ଯାଇ ରାବଣର ଶରୀର ସେଠାରେ ଅଛି ବୋଲି ଦାବୀ କରିଛନ୍ତି।

କୁହାଯାଏ ଯେ ରାମ ଏବଂ ରାବଣ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୫୦୦୦ ମସିହାରେ ହୋଇଥିଲା। ବାଲ୍ମୀକ ରାମାୟଣରେ ଉଲ୍ଲେଖ କରାଯାଇଥିବା ଗ୍ରହ ନକ୍ଷତ୍ରଗୁଡିକର ସ୍ଥିତି ଅନୁଯାୟୀ, ରାମ ଖ୍ରୀଷ୍ଟପୂର୍ବ ୫୦୭୬ ମସିହାରେ ରାବଣକୁ ହତ୍ୟା କରିଥିବା ଜଣାପଡିଛି। ସେହି ଦିନଠାରୁ ରାବଣର ଶରୀର ଶ୍ରୀଲଙ୍କାର ଏହି ଗୁମ୍ଫାରେ ରଖାଯାଇଛି ବୋଲି କୁହାଯାଉଛି।

ଅଗଷ୍ଟ ୧୯୭୧ ରେ, ଜଣେ ବୌଦ୍ଧ ଭିକ୍ଷୁ ମଧ୍ୟ ଦାବୀ କରିଥିଲେ ଯେ ରାବଣଙ୍କ ମୃତଦେହ ପୂର୍ବ ରାଜ୍ୟର ରାଗଲା ପାର୍ବତ୍ୟ ଉପରେ ନିର୍ମିତ ଏକ ଦୁର୍ଗରେ ସଂରକ୍ଷିତ ରହିଛି। ଯଦିଓ ଏହା କେତେ ସତ ତାହା ଜାଣାପଡି ନାହିଁ, ହେଲେ ରାଗଲାର ଜଙ୍ଗଲ ମଧ୍ୟରେ ଏକ ବିଶାଳ ପାହାଡ ଉପରେ ରାବଣର ଗୁମ୍ଫା ଅଛି ବୋଲି ବିଶ୍ୱାସ କରାଯାଏ। ରାଗଲାର ଘଞ୍ଚ ଜଙ୍ଗଲ ଏବଂ ଗୁମ୍ଫାକୁ କେହି ଯାଆନ୍ତି ନାହିଁ, କାରଣ ଏହା ଜଙ୍ଗଲୀ ଏବଂ ଭୟଙ୍କର ପ୍ରାଣୀମାନଙ୍କର ବାସସ୍ଥାନ ଅଟେ। ତେବେ ଏହାର ସତ୍ୟତା ନେଇ ଆହୁରି ଅଧିକ ଗବେଷଣା ପାଇଁ ଯୋଜନା ଚାଲିଛି।

ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026
Latest News

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

August 2, 2026

ନିଜ ଜିଭ କାଟିଦେଲେ ଯୁବକ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ DFO ନିଲମ୍ବିତ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.