Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଂଗରେ ବିଜେପି କେତେ ସିଟ ପାଇବ ବୋଲି ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
ଜାତୀୟ ଖବର

ପଶ୍ଚିମବଂଗରେ ବିଜେପି କେତେ ସିଟ ପାଇବ ବୋଲି ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

January 18, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମବଂଗରେ ବିଜେପି କେତେ ସିଟ ପାଇବ ବୋଲି ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

କୋଲକାତା, ପଶ୍ଚିମବଙ୍ଗରେ ଟିଏମସି 200ରୁ ଅଧିକ ଆସନ ଜିତିବ। ଏପରି ଦ୍ରୁଢକ୍ତି ପ୍ରକାଶ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନନ୍ଦିଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ ଏପରି ଦାବି କରିଛନ୍ତି ମମତା। ଏହା ସହିତ ସେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ମିଥ୍ୟା ଖବର ପ୍ରସାରଣ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି।

ସାଧାରଣ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଏକ ସର୍ଭେ ରିପୋର୍ଟ ଆଧାରରେ ସେ ଏହା କହୁଛନ୍ତି। ଏହି ସର୍ଭେରୁ ଜଣାପଡିଛି ଯେ ଟିଏମସି 200 ରୁ ଅଧିକ ସିଟ୍ ଜିତୁଥିବା ବେଳେ ବିଜେପି ମାତ୍ର 51 ଟି ସିଟ୍ ପାଇବ। ଏଥିସହିତ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ବିଜେପିର ଆଇଟି ସେଲକୁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଛଦ୍ମବେଶରେ ସେମାନେ ବିଭିନ୍ନ ନାଟକ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବଙ୍ଗଳାରେ ପ୍ରସାର କରୁଛନ୍ତି। ଲୋକମାନେ ବିଶ୍ୱାସ କରିବା ପରି ମିଥ୍ୟା ଖବର ପ୍ରଚାର କରିବା ସେମାନଙ୍କର ଅଭ୍ୟାସ।

ଏଥିପାଇଁ ବିଜେପି ହଜାର ହଜାର ଟଙ୍କା ବିନିଯୋଗ ମଧ୍ୟ କରୁଛି ଏପରି ଫେକ ଖବର ପ୍ରତି ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମମତା କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସମସ୍ତ ଭିଡିଓ ଏବଂ ହ୍ବାଟସ୍ ଆପ୍କୁ ବିଶ୍ବାସ କରିବାର କୌଣସି ଆବଶ୍ୟକତା ନାହିଁ। ଏହି ସମୟରେ ମମତା ବାନାର୍ଜୀ ମଧ୍ୟ ନନ୍ଦିଗ୍ରାମର ଲୋକଙ୍କୁ ଅନେକ ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ସେ ହଳଦିଆ ପାଇଁ ବିଭିନ୍ନ ଯୋଜନା ବିଷୟରେ ଚିନ୍ତା କରୁଛନ୍ତି, ଯେଉଁଥିରେ ଏଠାରୁ ଯୁବକ ଯୁବତୀମାନେ ଚାକିରୀ ପାଇବେ।

Westbangel Politics ନନ୍ଦିଗ୍ରାମ ପଶ୍ଚିମବଂଗ ନିର୍ବାଚନ ମମତା ବାନାର୍ଜି
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.