Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଦୀର୍ଘ 77 ବର୍ଷ ପରେ ଚଳିତ ବର୍ଷ ହୋଲିରେ ପଡୁଛି ଏହ ବିରଳ ଯୋଗ, ଜାଣନ୍ତୁ କଣ
ଧର୍ମ

ଦୀର୍ଘ 77 ବର୍ଷ ପରେ ଚଳିତ ବର୍ଷ ହୋଲିରେ ପଡୁଛି ଏହ ବିରଳ ଯୋଗ, ଜାଣନ୍ତୁ କଣ

March 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୀର୍ଘ 77 ବର୍ଷ ପରେ ଚଳିତ ବର୍ଷ ହୋଲିରେ ପଡୁଛି ଏହ ବିରଳ ଯୋଗ, ଜାଣନ୍ତୁ କଣ କରିବେ

ଭୁବନେଶ୍ବର, ସାଧାରଣତଃ ହୋଲି, ରଙ୍ଗର ପର୍ବ  ଭାବେ ଜଣାଶୁଣା । ଏହା ପ୍ରେମ ଏବଂ ଭାଇଚାରାର ପର୍ବ ।  ଏହି ବର୍ଷ ଅନେକ ବର୍ଷ ପରେ ହୋଲିରେ ଏକ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହୋଇଛି।  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଫାଲଗୁନ୍ ମାସର କୃଷ୍ଣ ପକ୍ଷ ପ୍ରତିପଦା ତିଥୀରେ ହୋଲି ପାଳନ କରାଯାଇଥାଏ। ଏହି ବର୍ଷ 29 ମାର୍ଚ୍ଚ 2021 ରେ ହୋଲି ପଡୁଛି । ଏହି ଦିନ ବିରଳ ଧ୍ରୁବ ଯୋଗ ସୃଷ୍ଟି ହେଉଛି। ଏହି ଯୋଗ 77 ବର୍ଷ ପରେ ପୁଣି ଥରେ ପରିଲକ୍ଷିତ ହେଉଛି।

ଧ୍ରୁବ ଯୋଗର ଗୁରୁତ୍ୱ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ଏହି ବର୍ଷ ସ୍ୱତନ୍ତ୍ର ଧ୍ରୁବ ଯୋଗ ପଡୁଛି । ଏହି ଦିନ, ଚନ୍ଦ୍ର କନ୍ୟା ରାଶିରେ ଗତି କରୁଛନ୍ତି । ଏଥିସହିତ ଗୁରୁ ଏବଂ ଶନି ମକର ରାଶିରେ ବସିବେ। ଶୁକ୍ର ଏବଂ ସୂର୍ଯ୍ୟ ମୀନ ରାଶିରେ ରହିବେ। ମଙ୍ଗଳ ଏବଂ ରାହୁ ବୃଷରେ ରହିବେ। ତେଣୁ ହୋଲିଙ୍କର ବିଶେଷ ମହତ୍ତ୍ୱ ରହିଛି ।

21 ରୁ 28 ମାର୍ଚ୍ଚ ପର୍ଯ୍ୟନ୍ତ ହୋଲାଷ୍ଟକ

ଏଥି ସହିତ ଚଳିତ ବର୍ଷ ହୋଲିରେ ସର୍ବସିଦ୍ଧି ଏବଂ ଅମୃତସିଦ୍ଧି ଯୋଗ ମଧ୍ୟ ପଡୁଛି। ହୋଲାଷ୍ଟକ ମାର୍ଚ୍ଚ 21 ରୁ ଆରମ୍ଭ ହୋଇ ମାର୍ଚ୍ଚ 28 ପର୍ଯ୍ୟନ୍ତ ରହୁଛି। ଏହି ସମୟରେ ଶୁଭ କାର୍ଯ୍ୟ କରାଯାଏ ନାହିଁ। ପୁରାଣ ଅନୁସାରେ ଏହି 8 ଦିନ ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ଭୋଗିବାକୁ ପଡିଥିଲା। ଏହି ଅବଧିରେ, ଅନେକ ଗ୍ରହ ସେମାନଙ୍କ ପ୍ରକୃତିରେ ଭୟଙ୍କର ଏବଂ ଶକ୍ତିଶାଳି ହୋଇପଡନ୍ତି । ଏହି ସମୟ ମଧ୍ୟରେ ବିବାହ କରିବା, ଗାଡି କିମ୍ବା ଘର କିଣିବା, ଜମି ପୂଜା କରିବା, ଗୃହ ପ୍ରବେଶ କରିବା ଭଳି କୈ ଣସି ନୂତନ ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ ନାହିଁ ।

ହୋଲିକା ଦହନ 2 ଘଣ୍ଟା 20 ମିନିଟ ପର୍ଯ୍ୟନ୍ତ ରହୁଛି

ଚଳିତ ବର୍ଷ ହୋଲିକା ଦହନ ମାର୍ଚ୍ଚ 28 ତାରିଖ ଦିନ ପାଳନ ହେବ। ଏହି ଦହନ ସମୟ 2 ଘଣ୍ଟା 20 ମିନଟ ପର୍ଯ୍ୟନ୍ତ ରହୁଛି। ଅର୍ଥାତ ସେହି ଦିନ ସଂଧ୍ୟା 6 ଟା 28 ମିନିଟରେ ଆରମ୍ଭ ହୋଇ ରାତି 8 ଟା 56 ମନିଟରେ ଶେଷ ହେବ।

ହୋଲି ହୋଲିରେ ବିରଳ ଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଡିଜିଟାଲ୍ ପରିମଳ ମଡେଲ୍ କୁ ବିଶ୍ୱସ୍ତରୀୟ ସ୍ୱୀକୃତି

June 20, 2026

ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ

June 20, 2026

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026
Latest News

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026

ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ ପାଳିତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.