Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣଙ୍କ ନଜରରେ କେହି ପଦ୍ମଶ୍ରୀ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି ଅଛନ୍ତି କି ? ତେବେ କରନ୍ତୁ ଏହି କାମ
ଜାତୀୟ ଖବର

ଆପଣଙ୍କ ନଜରରେ କେହି ପଦ୍ମଶ୍ରୀ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି ଅଛନ୍ତି କି ? ତେବେ କରନ୍ତୁ ଏହି କାମ

September 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କ ନଜରରେ କେହି ପଦ୍ମଶ୍ରୀ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି ଅଛନ୍ତି କି ? ତେବେ କରନ୍ତୁ ଏହି କାମ

ନୂଆଦିଲ୍ଲୀ, 2022 ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ ପତ୍ର ଆହ୍ବାନ କରାଯାଉଛି। ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି 15 ସେପ୍ଟେମ୍ବର, 2021 । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କିମ୍ବା ସୁପାରିଶ କେବଳ ପଦ୍ମ ପୁରସ୍କାର ପୋର୍ଟାଲ https://padmaawards.gov.in ରେ ଗ୍ରହଣ କରାଯିବ। ସେଥିପାଇଁ ଭାରତ ସରକାରଙ୍କ ଏହି ପୋର୍ଟାଲ ଲିଙ୍କ ଖୋଲି ଫର୍ମ ଭରିପାରିବେ।

କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରାଯାଇଛି। ଯାହାଙ୍କର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଏବଂ ସଫଳତା ରହିଥିବ। ଏଥିରେ ସେ ମହିଳା, ଏସସି, ଏସଟି କିମ୍ବା ଦିବ୍ୟାଙ୍ଗ ମଧ୍ୟ ଆବେଦନ କରିପାରିବେ। ସେମାନେ ଏହି ସ୍ୱୀକୃତି ପାଇବାକୁ ଯୋଗ୍ୟ ଏବଂ ସେମାନେ ସମାଜ ପାଇଁ ନିଃସ୍ୱାର୍ଥପର ସେବା କରୁଥିବା ଆବଶ୍ୟକ।

ନାମାଙ୍କନ ସୁପାରିଶରେ ଉପରୋକ୍ତ ପଦ୍ମ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେ ନିର୍ଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ପୂରଣ କରିବା ଉଚିତ। ଏଥିରେ ସେହି ଲୋକଙ୍କ ସଂପର୍କରେ ସର୍ବାଧିକ 800 ଶବ୍ଦ ଲେଖି ପ୍ରେରଣ କରିବା ପାଇଁ ଉଲ୍ଲେଖ ଅଛି। ସ୍ପଷ୍ଟ ଭାବରେ ତାଙ୍କ  ଅତୁଳନୀୟ ସଫଳତା ବା ସେବାକୁ ଲେଖିବାକୁ ପଡିବ।

ଏ ବାବଦରେ ଅଧିକ ବିବରଣୀ ଗୃହ ମନ୍ତ୍ରଣାଳୟର ୱେବସାଇଟ୍ www.mha.gov.in ରେ ‘ପୁରସ୍କାର ଏବଂ ପଦକ’ ଶୀର୍ଷକରେ ମଧ୍ୟ ଉପଲବ୍ଧ। ଏହି ପୁରସ୍କାର ସମ୍ବନ୍ଧୀୟ ନିୟମ https://padmaawards.gov.in/AboutAwards.aspx ଲିଙ୍କ୍ ସହିତ ୱେବସାଇଟରେ ଉପଲବ୍ଧ ଅଛି।

ଯେ କୌଣସି ଅନୁସନ୍ଧାନ ବା ସହାୟତା ପାଇଁ ଫୋନ ନମ୍ବର 011-23092421, +91 9971376539, +91 9968276366, +91 9711662129, +91 7827785786 ସହିତ ମଧ୍ୟ ଯୋଗାଯୋଗ କରିପାରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026

Steel Import Issues: ଇସ୍ପାତ ମନ୍ତ୍ରଣାଳୟ ଆୟୋଜନ କରିବ ଓପନ ହାଉସ ଆଲୋଚନା

July 3, 2026
Latest News

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.