Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»BREAKING NEWS: କେରଳର କୋଝିକୋଡ ଜିଲ୍ଲାରେ ‘ନିପା’ ଭାଇରସ୍ ଚିହ୍ନଟ, ଗଲେ କେନ୍ଦ୍ରୀୟ ଟିମ୍
PIB_NEWS

BREAKING NEWS: କେରଳର କୋଝିକୋଡ ଜିଲ୍ଲାରେ ‘ନିପା’ ଭାଇରସ୍ ଚିହ୍ନଟ, ଗଲେ କେନ୍ଦ୍ରୀୟ ଟିମ୍

September 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
BREAKING NEWS: କେରଳରେ କୋଝିକୋଡ ଜିଲ୍ଲାରେ 'ନିପା' ଭାଇରସ୍ ଚିହ୍ନଟ, ଗଲେ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ : କେରଳର କୋଝିକୋଡ ଜିଲ୍ଲାରେ ନିପା ଭାଇରସର ଏକ ମାମଲା ସାମ୍ନାକୁ ଆସିଛି । କେରଳର କୋଝିକୋଡ ଜିଲ୍ଲାରେ ୩ ସେପ୍ଟେମ୍ବର ୨୦୨୧ରେ ଏନ୍‌ସେଫାଲାଇଟିସ୍ ଏବଂ ମାୟୋକାର୍ଡିଟିସ ଲକ୍ଷଣ ଥିବା ଏକ ୧୨ବର୍ଷର ବାଳକକ ନିପା ଭାଇରସ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା ।

ଏହି ଭାଇରସ୍ ବାଦୁଡିର ସାଲିଭା ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଶିଶୁଟି ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲା । ଆଜି ସକାଳେ ତା’ର ମୃତ୍ୟୁ ଘଟିଛି । କେନ୍ଦ୍ର ସରକାର ପଠାଇଥିବା ଏନସିଡିସିର ଏକ ଟିମ୍ ଆଜି ରାଜ୍ୟରେ ପହଞ୍ଚୁଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିମ୍ନ ଲିଖିତ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି :

୧) ପରିବାର, ଗାଁ ଏବଂ ବିଶେଷଭାବରେ ମାଲପ୍ପୁରମ ଭଳି ସମାନ ଭୌଗୋଳିକ ପରିସ୍ଥିତି ଥିବା ସ୍ଥାନଗୁଡିକରେ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବା ।

୨) ଗତ ୧୨ଦିନ ମଧ୍ୟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ।

୩) ସମ୍ପର୍କରେ ଆସୁଥିବା ଲୋକମାନଙ୍କୁ ଦୃଢଭାବେ କ୍ୱାରେଣ୍ଟାଇନ କରିବା ଏବଂ କୌଣସି ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବା ।

୪) ପରୀକ୍ଷାଗାରରେ ଯାଞ୍ଚ ପାଇଁ ନମୁନା ସଂଗ୍ରହ ଏବଂ ପରିବହନ ।

ଉଲ୍ଲେଖନୀୟ ଯେ ୨୦୧୮ ମସିହାରେ ମଧ୍ୟ କେରଳରେ କୋଝିକୋଡ ଏବଂ ମାଲପ୍ପୁରମ୍ ଜିଲ୍ଲାରେ ନିପା ଭାଇରସ୍ ସଂକ୍ରମଣ ଦେଖିବାକୁ ମିଳିଥିଲା ।

'ନିପା' ଭାଇରସ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ରାତି ୨:୩୦ ରେ ବନ୍ଧୁଙ୍କୁ ଯନ୍ତ୍ରଣାଦାୟକ ବାର୍ତ୍ତା ପଠାଇଥିଲେ ନାନା ପାଟେକର: ଜାଣନ୍ତୁ କିପରି ହେଲା ମୃତ୍ୟୁ?

October 8, 2026
Latest News

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026

ରାତି ୨:୩୦ ରେ ବନ୍ଧୁଙ୍କୁ ଯନ୍ତ୍ରଣାଦାୟକ ବାର୍ତ୍ତା ପଠାଇଥିଲେ ନାନା ପାଟେକର: ଜାଣନ୍ତୁ କିପରି ହେଲା ମୃତ୍ୟୁ?

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.