Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧୩ଟି ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ଚାଲିଛି ଭୋଟ ଗଣତି
ଜାତୀୟ ଖବର

୧୩ଟି ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ଚାଲିଛି ଭୋଟ ଗଣତି

November 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
୧୩ଟି ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ଚାଲିଛି ଭୋଟ ଗଣତି

ନୂଆଦିଲ୍ଲୀ : ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଥିବା ଲୋକସଭା ଓ ବିଧାନସଭ ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଛି। ଏଥିରେ ତିନିଟି ଲୋକସଭା ଆସନ ଏବଂ ୨୯ ଟି ବିଧାନସଭା ଆସନ ରହିଛି। ଗତ ଅକ୍ଟୋବର ୩୦ ତାରିଖରେ ଏହି ସମସ୍ତ ଆସନରେ ଉପନିର୍ବାଚନ ହୋଇଥିଲା ।

ଯେଉଁ ତିନୋଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା ସେଗୁଡିକ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିପରି ବିଧାନସଭାରେ ଆସାମର ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ୩ ଲେଖାଏଁ ଆସନ ରହିଛି।

ସେହିପରି  ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ୨ ଲେଖାଏଁ ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା। ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନା ରାଜ୍ୟର ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ କରାଯାଇଥିଲା। ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗଣତି ଚାଲିଥିବା ଜଣାପଡିଛି।

ଉପନିର୍ବାଚନ ବିଧାନସଭା ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026

ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ

March 9, 2026
Latest News

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026

ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.