Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଂଜାବ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏମିତି କଥା କହିଲେ ଅମିତ ସାହା
ଜାତୀୟ ଖବର

ପଂଜାବ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏମିତି କଥା କହିଲେ ଅମିତ ସାହା

December 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଂଜାବ, ଉତ୍ତରପ୍ରଦେଶ ବିଧାନସଭା ନେଇ ଏମିତି ଏକ ଭିନ୍ନ କଥା କହିଲେ ଅମିତ ସାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ଶିରୋମଣି ଅକାଳି ଦଳର ନେତା ସୁଖଦେବ ସିଂ ଧିନ୍ଦସାଙ୍କ ସହ ମେଣ୍ଟ ଗଠନ ପାଇଁ ଆଲୋଚନା କରୁଛି। ଆଶା କରାଯାଉଛି ଯେ, ଉଭୟ ଦଳ ଏଥିରେ ସହମତ ହେବେ।

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2021 ରେ ଯୋଗଦେଇ ଶାହା କହିଛନ୍ତି ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ନିର୍ବାଚନକୁ ପ୍ରଭାବିତ କରୁଥିବା କୃଷି ବିଲ ପ୍ରତ୍ୟାହାର ହୋଇଛି। ବର୍ତ୍ତମାନ ଏହା ପ୍ରତ୍ୟାହାର ହେବା ପରେ ପଂଜାବବାସୀଙ୍କ ପାଇଁ ଅନ୍ୟ କୌଣସି ପ୍ରସଙ୍ଗ ବାକି ନାହିଁ।

କୃଷକଙ୍କ ଆନ୍ଦୋଳନ ଉପରେ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଚାଷ ଆଇନକୁ ପ୍ରତ୍ୟାହାର କରି ଏକ ବଡ଼ ସହୃଦୟତା ପ୍ରଦର୍ଶନ କରିଛନ୍ତି। କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପ ନେଇ ଏକ ବଡ଼ ହୃଦୟ ଦେଖାଇ କହିଛନ୍ତି।

ଠିକ୍ ଅଛି, ଯଦି ଆପଣ ଭାବୁଥିବେ ଚାଷ ଆଇନ କୃଷକଙ୍କ ସପକ୍ଷରେ ନାହିଁ, ତେବେ ତିନୋଟି କୃଷି ଆଇନକୁ ରଦ୍ଦ କରିଦିଆଗଲା। ବର୍ତ୍ତମାନ ମୁଁ ଭାବୁନାହିଁ ଯେ ପଞ୍ଜାବରେ ଆଉ କୌଣସି ବଡ ପ୍ରସଙ୍ଗ ବାକି ଅଛି।

ଦୀର୍ଘ ବର୍ଷ ଧରି ପଞ୍ଜାବର ଶିରୋମଣି ଅକାଳି ଦଳ ଏନଡିଏରେ ସାମିଲ ଥିଲା। ହେଲେ ଗତ ବର୍ଷ କୃଷି ଆଇନ ପ୍ରସଙ୍ଗରେ ସେମାନେ ଏହି ସମର୍ଥନ ପ୍ରତ୍ୟାହାର କରିନେଲେ। ବର୍ତ୍ତମାନ କୃଷି ଆଇନ ପ୍ରତ୍ୟାହାର ପରେ ସେମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି।

ଅମିତା ସାହା ଆହୁରି କହିଥିଲେ ଯେ, ଆମେ ଅତୀତରେ ଦେଖିଛୁ ୟୁପିରେ ଯେତେବେଳେ  ତିନିଦଳ ଏସପି, ବିଏସପି ଏବଂ କଂଗ୍ରେସ ମେଣ୍ଟ କରିଥିଲେ, କିନ୍ତୁ ସେଠାରେ ବିଜେପି  ​​ବିଜୟୀ ହୋଇଥିଲା। ଲୋକମାନେ ସଚେତନ ଅଛନ୍ତି। “ମୁଁ ଉତ୍ତରପ୍ରଦେଶ ଯାଇଥିଲି, ମୁଁ ଆତ୍ମବିଶ୍ୱାସରେ କହିପାରେ ଯେ ବିଜେପି ଉତ୍ତରପ୍ରଦେଶରେ ବହୁ ସଂଖ୍ୟାରେ ସରକାର ଗଠନ କରିବ ବୋଲି ଶାହା କହିଛନ୍ତି।

ଅମିତ ସାହା ଉତ୍ତରପ୍ରଦେଶ ନିର୍ବାଚନ ଉତ୍ତରପ୍ରଦେଶ ନିର୍ବାଚନ2022 କୃଷି ଆଇନ ପ୍ରତ୍ୟାବର୍ତ୍ତନ ପଂଜାବ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026
Latest News

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.