Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଲବିଦା ବିପିନ ରାୱାତ: ଗୋଟିଏ ଜୁଇରେ ସ୍ବାମୀ ସ୍ତ୍ରୀଙ୍କର ଶେଷକୃତ, ଦୁଇ ଝିଅ ଦେଲେ ମୁଖାଗ୍ନି
ଜାତୀୟ ଖବର

ଅଲବିଦା ବିପିନ ରାୱାତ: ଗୋଟିଏ ଜୁଇରେ ସ୍ବାମୀ ସ୍ତ୍ରୀଙ୍କର ଶେଷକୃତ, ଦୁଇ ଝିଅ ଦେଲେ ମୁଖାଗ୍ନି

December 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଲବିଦା ବିପିନ ରାୱାତ: ଗୋଟିଏ ଜୁଇରେ ସ୍ବାମୀ ସ୍ତ୍ରୀଙ୍କର ଶେଷକୃତ, ଦୁଇ ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ: ଶେଷରେ ପଞ୍ଚଭୂତରେ ବିିଲିନ ହେଲା ଚିଫ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱାତଙ୍କ ପାର୍ଥିବ ଶରୀର। ଗୋଟିଏ ଜୁଇରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ମଧୁଲିକା ରାୱାତଙ୍କ ସତ୍କାର କରାଯାଇଛି। ଆଜି ଦିଲ୍ଲାର ବରାର ଛକରେ ଥିବା ଶ୍ମଶାନଘାଟରେ ଉଭୟଙ୍କ ଶେଷକୃତ କରାଯାଇଛି। ତାଙ୍କର ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ଉଭୟ ବାପା ମାଙ୍କୁ ମୁଖାଗ୍ନି ଦେଇଥିଲେ।

ହିନ୍ଦୁ ରିତିନୀତି ଅନୁସାରେ ଶ୍ମଶାନଘାଟରେ ମନ୍ତ୍ର ଉଚ୍ଚାରଣ କରି ତାଙ୍କର ସମସ୍ତ କର୍ମ କରାଯାଇଥିଲା। ଏଥିରେ ଦୁଇ ଝିଅ ଏହି କର୍ମ କରିଥିଲେ। ଏହା ଶେଷ ହେବା ପରେ କଫିନରୁ ଉଭୟଙ୍କ ମୃତଦେହ ବାହାର କରି ଦାହ କରାଯାଇଥିଲା। ସାମରିକ ନିୟମ ଅନୁସାରେ ବିପିନ ରାୱାତଙ୍କ ପାର୍ଥିବ ଶରୀରରେ ଘୋଡାଯାଇଥିବା ଜାତୀୟ ପତାକାକୁ ସମ୍ମାନର ସହିତ କଢାଯାଇଥିଲା।

ମୁଖାଗ୍ନି ପୂର୍ବରୁ ସାମରିକ ନିୟମ ଅନୁସାରେ ତାଙ୍କୁ 17 ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ଦୁଇଝିଅ ମୁଖାଗ୍ନି ପ୍ରଦାନ କରିଥିଲେ। ଉଭୟଙ୍କୁ ଶେଷ ଦର୍ଶନ କରିବା ପାଇଁ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଶ୍ମାସନ ଘାଟରେ ତିନି ସେନାର ମୁଖ୍ୟ ଶେଷ ସଲାମି ପ୍ରଦାନ କରିଥିଲେ।

ଶେଷକୃତ କାର୍ଯ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲା ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଶ୍ମଶାନ ଘାଟରେ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ।

ପଞ୍ଚଭୂତରେ ସ୍ବାମୀସ୍ତ୍ରୀଙ୍କ ପାର୍ଥିବ ଶରୀର ବିଲିନ ହେବା ପରେ ବିଧି ଅନୁଯାୟୀ ଉଭୟଙ୍କର ଅସ୍ଥି କଢାଯାଇଥିଲା। ଦୁଇ ଝିଅ ଏହାକୁ ଘରକୁ ନେଇଥିଲେ। ଶନିବାର ଦିନ ଏହାକୁ ହରିଦ୍ବାରରେ ବିସର୍ଜନ କରାଯିବ।

ଜେନେରାଲ ବିପିନ ରାୱାତ ବିପିନ ରାୱାତ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.