Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାନୁୟାରୀ ୩ ତାରିଖ ସୁଦ୍ଧା କରିପାରିବେ ଅଭିଯୋଗ
ବିଶେଷ ଖବର

ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାନୁୟାରୀ ୩ ତାରିଖ ସୁଦ୍ଧା କରିପାରିବେ ଅଭିଯୋଗ

December 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜାରି କରିଛନ୍ତି। ଜିଲ୍ଲା ପରିଷଦମାନଙ୍କର ଅଧ୍ୟକ୍ଷ ପଦବୀଗୁଡିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମିତ୍ତ ରାଜ୍ୟ ସରକାର ଏହି ତାଲିକା ମାଧ୍ୟମରେ ପ୍ରସ୍ତାବ ରଖିଛନ୍ତି।

ତେବେ ପ୍ରକାଶିତ ସଂରକ୍ଷଣ ତାଲିକାକୁ ନେଇ ସର୍ବସାଧାରଣଙ୍କ ଠାରୁ ଅଭିଯୋଗ/ପରାମର୍ଶ ଆହ୍ଵାନ କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହାକୁ ନେଇ ସର୍ବସାଧାରଣମାନେ ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ। ଇ-ମେଲ dir-pr.od@gov.in କିମ୍ବା prsec.or@nic.in ମାଧ୍ୟମରେ ଅଭିଯୋଗ/ପରାମର୍ଶ ଦାଖଲ କରିବାକୁ ନିବେଦନ କରାଯାଇଛି।

ଜିଲ୍ଲା ୱାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା:

୧- ଅନୁଗୁଳ- ଅଣ ସଂରକ୍ଷିତ

୨- କଟକ- ଅଣ ସଂରକ୍ଷିତ

୩- କନ୍ଧମାଳ- ଅନୁସୂଚିତ ଜନଜାତି, ମହିଳା

୪- କଳାହାଣ୍ଡି- ଅଣ ସଂରକ୍ଷିତ

୫- କେନ୍ଦୁଝର- ଅଣ ସଂରକ୍ଷିତ

୬- କେନ୍ଦ୍ରାପଡା- ଅନୁସୂଚିତ ଜାତି, ମହିଳା

୭- କୋରାପୁଟ- ଅନୁସୂଚିତ ଜନଜାତି, ମହିଳା

୮- ଖୋର୍ଦ୍ଧା- ମହିଳା

୯- ଗଜପତି- ଅଣ ସଂରକ୍ଷିତ

୧୦- ଗଞ୍ଜାମ- ମହିଳା

୧୧- ଜଗତସିଂହପୁର- ଅନୁସୂଚିତ ଜାତି

୧୨- ଝାରସୁଗୁଡା- ମହିଳା

୧୩- ଢେଙ୍କାନାଳ- ମହିଳା

୧୪- ଦେବଗଡ- ଅଣ ସଂରକ୍ଷିତ

୧୫- ନବରଙ୍ଗପୁର- ଅନୁସୂଚିତ ଜନଜାତି

୧୬- ନୟାଗଡ- ଅଣ ସଂରକ୍ଷିତ

୧୭- ନୂଆପଡା- ମହିଳା

୧୮- ପୁରୀ- ମହିଳା

୧୯- ବରଗଡ- ଅଣ ସଂରକ୍ଷିତ

୨୦- ବଲାଙ୍ଗୀରି- ମହିଳା

୨୧- ବାଲେଶ୍ଵର- ଅଣ ସଂରକ୍ଷିତ

୨୨- ବୌଦ୍ଧ- ଅନୁସୂଚିତ ଜାତି, ମହିଳା

୨୩- ଭଦ୍ରକ- ଅନୁସୂଚିତ ଜାତି

୨୪- ମୟୂରଭଞ୍ଜ- ଅନୁସୂଚିତ ଜନଜାତି

୨୫- ମାଲକାନଗିରି- ଅନୁସୂଚିତଜନଜାତି, ମହିଳା

୨୬- ଯାଜପୁର- ଅନୁସୂଚିତ ଜାତି, ମହିଳା

୨୭- ରାୟଗଡା- ଅନୁସୂଚିତ ଜନଜାତି, ମହିଳା

୨୮- ସମ୍ବଲପୁର- ମହିଳା

୨୯- ସୁନ୍ଦରଗଡ- ଅନୁସୂଚିତ ଜନଜାତି

୩୦- ସୋନପୁର- ଅଣ ସଂରକ୍ଷିତ

ଜାନୁୟାରୀ ୩ ତାରିଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବେଳାଭୂମି ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୪୯୨ କୋଟି ଟଙ୍କାର ପ୍ରକଳ୍ପ

January 30, 2026

ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ୨୦ ରେ ଆଗତ ହେବ ବଜେଟ

January 30, 2026

ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏହି ଚାରୋଟି ପ୍ରଶ୍ନ, ମହାରାଷ୍ଟ୍ରର ନିର୍ଣ୍ଣୟ କରିବ ରାଜନୈତିକ ଭବିଷ୍ୟତ?

January 30, 2026

“ସ୍ୱେଚ୍ଛାଚାରିତା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ…”: ଜାତିସଂଘ ମୁଖ୍ୟଙ୍କ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କୁ ଟାର୍ଗେଟ

January 30, 2026
Latest News

ଗୋପାଳପୁର ବେଳାଭୂମି ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୪୯୨ କୋଟି ଟଙ୍କାର ପ୍ରକଳ୍ପ

January 30, 2026

ଆଇଏଚଏମ୍ ଭୁବନେଶ୍ୱରରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଇଁ କ୍ୟାରିଅର ସଚେତନତା କର୍ମଶାଳା

January 30, 2026

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

January 30, 2026

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

January 30, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.