Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାନୁୟାରୀ ୩ ତାରିଖ ସୁଦ୍ଧା କରିପାରିବେ ଅଭିଯୋଗ
ବିଶେଷ ଖବର

ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାନୁୟାରୀ ୩ ତାରିଖ ସୁଦ୍ଧା କରିପାରିବେ ଅଭିଯୋଗ

December 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜାରି କରିଛନ୍ତି। ଜିଲ୍ଲା ପରିଷଦମାନଙ୍କର ଅଧ୍ୟକ୍ଷ ପଦବୀଗୁଡିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମିତ୍ତ ରାଜ୍ୟ ସରକାର ଏହି ତାଲିକା ମାଧ୍ୟମରେ ପ୍ରସ୍ତାବ ରଖିଛନ୍ତି।

ତେବେ ପ୍ରକାଶିତ ସଂରକ୍ଷଣ ତାଲିକାକୁ ନେଇ ସର୍ବସାଧାରଣଙ୍କ ଠାରୁ ଅଭିଯୋଗ/ପରାମର୍ଶ ଆହ୍ଵାନ କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହାକୁ ନେଇ ସର୍ବସାଧାରଣମାନେ ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ। ଇ-ମେଲ dir-pr.od@gov.in କିମ୍ବା prsec.or@nic.in ମାଧ୍ୟମରେ ଅଭିଯୋଗ/ପରାମର୍ଶ ଦାଖଲ କରିବାକୁ ନିବେଦନ କରାଯାଇଛି।

ଜିଲ୍ଲା ୱାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା:

୧- ଅନୁଗୁଳ- ଅଣ ସଂରକ୍ଷିତ

୨- କଟକ- ଅଣ ସଂରକ୍ଷିତ

୩- କନ୍ଧମାଳ- ଅନୁସୂଚିତ ଜନଜାତି, ମହିଳା

୪- କଳାହାଣ୍ଡି- ଅଣ ସଂରକ୍ଷିତ

୫- କେନ୍ଦୁଝର- ଅଣ ସଂରକ୍ଷିତ

୬- କେନ୍ଦ୍ରାପଡା- ଅନୁସୂଚିତ ଜାତି, ମହିଳା

୭- କୋରାପୁଟ- ଅନୁସୂଚିତ ଜନଜାତି, ମହିଳା

୮- ଖୋର୍ଦ୍ଧା- ମହିଳା

୯- ଗଜପତି- ଅଣ ସଂରକ୍ଷିତ

୧୦- ଗଞ୍ଜାମ- ମହିଳା

୧୧- ଜଗତସିଂହପୁର- ଅନୁସୂଚିତ ଜାତି

୧୨- ଝାରସୁଗୁଡା- ମହିଳା

୧୩- ଢେଙ୍କାନାଳ- ମହିଳା

୧୪- ଦେବଗଡ- ଅଣ ସଂରକ୍ଷିତ

୧୫- ନବରଙ୍ଗପୁର- ଅନୁସୂଚିତ ଜନଜାତି

୧୬- ନୟାଗଡ- ଅଣ ସଂରକ୍ଷିତ

୧୭- ନୂଆପଡା- ମହିଳା

୧୮- ପୁରୀ- ମହିଳା

୧୯- ବରଗଡ- ଅଣ ସଂରକ୍ଷିତ

୨୦- ବଲାଙ୍ଗୀରି- ମହିଳା

୨୧- ବାଲେଶ୍ଵର- ଅଣ ସଂରକ୍ଷିତ

୨୨- ବୌଦ୍ଧ- ଅନୁସୂଚିତ ଜାତି, ମହିଳା

୨୩- ଭଦ୍ରକ- ଅନୁସୂଚିତ ଜାତି

୨୪- ମୟୂରଭଞ୍ଜ- ଅନୁସୂଚିତ ଜନଜାତି

୨୫- ମାଲକାନଗିରି- ଅନୁସୂଚିତଜନଜାତି, ମହିଳା

୨୬- ଯାଜପୁର- ଅନୁସୂଚିତ ଜାତି, ମହିଳା

୨୭- ରାୟଗଡା- ଅନୁସୂଚିତ ଜନଜାତି, ମହିଳା

୨୮- ସମ୍ବଲପୁର- ମହିଳା

୨୯- ସୁନ୍ଦରଗଡ- ଅନୁସୂଚିତ ଜନଜାତି

୩୦- ସୋନପୁର- ଅଣ ସଂରକ୍ଷିତ

ଜାନୁୟାରୀ ୩ ତାରିଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026
Latest News

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.