Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହୁ ହୁ ହୋଇ ବଢିବାରେ ଲାଗିଛି ଓଡିଶାର କରୋନା ଆକ୍ରାନ୍ତ, ଆଜିର ସଂଖ୍ୟା ମଧ୍ୟ ଆଶ୍ଚର୍ଯ୍ୟ କରିଛି
ବିଶେଷ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି ଓଡିଶାର କରୋନା ଆକ୍ରାନ୍ତ, ଆଜିର ସଂଖ୍ୟା ମଧ୍ୟ ଆଶ୍ଚର୍ଯ୍ୟ କରିଛି

January 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ହୁ ହୁ ହୋଇ ବଢିବାରେ ଲାଗିଛି ଓଡିଶାର କରୋନା ଆକ୍ରାନ୍ତ ସଂଖ୍ୟା,ଆଜିର ସଂଖ୍ୟା ମଧ୍ୟ ଆଶ୍ଚର୍ଯ୍ୟ କରିଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ୧୦,୨୭୩ ନୂଆ ଆକ୍ରାନ୍ତ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୧୦୬୫, କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ୫୯୬୨ଜଣ ଏବଂ  ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ପଜେଟିଭ ଅଛନ୍ତି।

ସେହିପରି ଜିଲ୍ଲା ସ୍ତରୀୟ କରୋନା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏବେ ବାଲେଶ୍ବରରେ ମଧ୍ୟ ସଂଖ୍ୟା ବଢିବାରେ ଲାଗିଛି। ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା

ଖୋର୍ଦ୍ଧାରୁ- ୩୪୯୬

ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୪୯

କଟକ ଜିଲ୍ଲାରୁ – ୮୪୪

ସମ୍ବଲପୁର ଜିଲ୍ଲାରୁ – ୫୨୯

ବାଲେଶ୍ୱର ଜିଲ୍ଲାରୁ – ୪୫୭

ମୟୁରଭଞ୍ଜ ଜିଲ୍ଲାରୁ – ୩୪୦

ପୁରୀ ଜିଲ୍ଲାରୁ – ୨୬୯

କଳାହାଣ୍ଡି ଜିଲ୍ଲାରୁ – ୨୦୩

ଝାରସୁଗୁଡ଼ା ଜିଲ୍ଲାରୁ – ୨୦୨

ବଲାଙ୍ଗୀର ଜିଲ୍ଲାରୁ – ୧୯୧

କୋରାପୁଟ ଜିଲ୍ଲାରୁ – ୧୮୬

ରାୟଗଡ଼ା ଜିଲ୍ଲାରୁ – ୧୮୩

ଯାଜପୁର ଜିଲ୍ଲାରୁ – ୧୪୩

ଜଗତସିଂହପୁର ଜିଲ୍ଲାରୁ – ୧୩୨

ସୋନପୁର ଜିଲ୍ଲାରୁ – ୧୩୨

ଗଜପତି ଜିଲ୍ଲାରୁ – ୧୨୬

ନବରଙ୍ଗପୁର ଜିଲ୍ଲାରେ: ୧୨୫

ନୟାଗଡ଼ ଜିଲ୍ଲାରୁ – ୧୨୧

କେନ୍ଦୁଝର ଜିଲ୍ଲାରୁ – ୧୧୪

ବରଗଡ଼ ଜିଲ୍ଲାରୁ – ୧୦୨

ଭଦ୍ରକ ଜିଲ୍ଲାରୁ – ୧୦୨

ଅନୁଗୁଳ ଜିଲ୍ଲାରୁ – ୮୫

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୭୪

ଢେଙ୍କାନାଳ ଜିଲ୍ଲାରୁ – ୬୯

ନୂଆପଡ଼ା ଜିଲ୍ଲାରୁ – ୪୫

ଗଞ୍ଜାମ ଜିଲ୍ଲାରୁ – ୫୫

ମାଲକାନଗିରି : ୩୦

କନ୍ଧମାଳ ଜିଲ୍ଲାରୁ – ୨୬

ବୌଦ୍ଦ ଜିଲ୍ଲାରୁ – ୨୪

ଦେବଗଡ଼ ଜିଲ୍ଲାରୁ – ୨୩

ଷ୍ଟୋଟ ପୁଲ- ୭୯୬

corona upadate ଓଡିଶା କରୋନା ଅପଡେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026
Latest News

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.