Categories
ବିଶେଷ ଖବର ରାଜ୍ୟ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି ଓଡିଶାର କରୋନା ଆକ୍ରାନ୍ତ, ଆଜିର ସଂଖ୍ୟା ମଧ୍ୟ ଆଶ୍ଚର୍ଯ୍ୟ କରିଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ୧୦,୨୭୩ ନୂଆ ଆକ୍ରାନ୍ତ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୧୦୬୫, କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ୫୯୬୨ଜଣ ଏବଂ  ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ପଜେଟିଭ ଅଛନ୍ତି।

ସେହିପରି ଜିଲ୍ଲା ସ୍ତରୀୟ କରୋନା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏବେ ବାଲେଶ୍ବରରେ ମଧ୍ୟ ସଂଖ୍ୟା ବଢିବାରେ ଲାଗିଛି। ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା

ଖୋର୍ଦ୍ଧାରୁ- ୩୪୯୬

ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୪୯

କଟକ ଜିଲ୍ଲାରୁ – ୮୪୪

ସମ୍ବଲପୁର ଜିଲ୍ଲାରୁ – ୫୨୯

ବାଲେଶ୍ୱର ଜିଲ୍ଲାରୁ – ୪୫୭

ମୟୁରଭଞ୍ଜ ଜିଲ୍ଲାରୁ – ୩୪୦

ପୁରୀ ଜିଲ୍ଲାରୁ – ୨୬୯

କଳାହାଣ୍ଡି ଜିଲ୍ଲାରୁ – ୨୦୩

ଝାରସୁଗୁଡ଼ା ଜିଲ୍ଲାରୁ – ୨୦୨

ବଲାଙ୍ଗୀର ଜିଲ୍ଲାରୁ – ୧୯୧

କୋରାପୁଟ ଜିଲ୍ଲାରୁ – ୧୮୬

ରାୟଗଡ଼ା ଜିଲ୍ଲାରୁ – ୧୮୩

ଯାଜପୁର ଜିଲ୍ଲାରୁ – ୧୪୩

ଜଗତସିଂହପୁର ଜିଲ୍ଲାରୁ – ୧୩୨

ସୋନପୁର ଜିଲ୍ଲାରୁ – ୧୩୨

ଗଜପତି ଜିଲ୍ଲାରୁ – ୧୨୬

ନବରଙ୍ଗପୁର ଜିଲ୍ଲାରେ: ୧୨୫

ନୟାଗଡ଼ ଜିଲ୍ଲାରୁ – ୧୨୧

କେନ୍ଦୁଝର ଜିଲ୍ଲାରୁ – ୧୧୪

ବରଗଡ଼ ଜିଲ୍ଲାରୁ – ୧୦୨

ଭଦ୍ରକ ଜିଲ୍ଲାରୁ – ୧୦୨

ଅନୁଗୁଳ ଜିଲ୍ଲାରୁ – ୮୫

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୭୪

ଢେଙ୍କାନାଳ ଜିଲ୍ଲାରୁ – ୬୯

ନୂଆପଡ଼ା ଜିଲ୍ଲାରୁ – ୪୫

ଗଞ୍ଜାମ ଜିଲ୍ଲାରୁ – ୫୫

ମାଲକାନଗିରି : ୩୦

କନ୍ଧମାଳ ଜିଲ୍ଲାରୁ – ୨୬

ବୌଦ୍ଦ ଜିଲ୍ଲାରୁ – ୨୪

ଦେବଗଡ଼ ଜିଲ୍ଲାରୁ – ୨୩

ଷ୍ଟୋଟ ପୁଲ- ୭୯୬

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଖୋର୍ଦ୍ଧାରୁ 12 ଶହ ଏବଂ ସୁନ୍ଦରଗଡରୁ 7 ଶହ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଅନ୍ୟ ଜିଲ୍ଲାର ସ୍ଥିତି

ଭୁବନେଶ୍ବର, ଆଜିର କରୋନା ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ପୂର୍ବ ପରି ଏକ ନମ୍ବରରେ ରହିଛି। ଗତକାଲି ଏହି ଜିଲ୍ଲାରୁ 12 ଶହ 75 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 7ଶହ 35 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାର ଯାହା ସ୍ଥିତି ଅଛି ତାହା ମଧ୍ୟ ଉଦବେଗ ଜନକ।

1. Khurda: 1275            11. Sonepur: 207              21. Koraput: 127

2. Sundargarh: 735       12. Mayurbhanj: 199        22. Gajapati: 120

3. Angul: 525                13. Balangir: 198              23. Boudh: 103

4. Cuttack: 482              14. Jajpur: 194                24. Deogarh: 101

5. Sambalpur: 441            15. Nayagarh: 187        25. Balasore: 100

6. Bargarh: 390                16. Kalahandi: 174        26. Dhenkanal: 86

7. Jharsuguda: 386            17. Ganjam: 169           27. Keonjhar: 75

8. Nawarangpur: 320         18. Rayagada: 154          28. Kendrapada: 70

9. Puri: 306                        19. Jagatsinghpur: 149     29. Kandhamal: 61

10. Nuapada: 264               20. Bhadrak: 145             30. Malkangiri: 36

31. State Pool: 236

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ତଳକୁ ଖସିବାର ନାଁ ଧରୁନି, ଆଜି ୧୦୯୨ ଜଣ ଚିହ୍ନଟ

ଭୁବନେଶ୍ବର, କରୋନାର ଭୟବହତା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ପରିଲକ୍ଷିତ ହୋଇଛି। ବିଶେଷ କରି ଭୁବନେଶ୍ବରରେ ଏହାର ପ୍ରକୋପ ବଢିବାରେ ଲାଗିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ 958 ଜଣ ଚିହ୍ନଟ ହୋଇଥିଲେ। ହେଲେ ଆଜି ଏହି ସଂଖ୍ୟା ହଜାରେ ଟପିଛି। ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧି ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ହେଉଛି ୧୦୯୨ ଜଣ। ଆଜି ୩୦ ଟି ଜିଲ୍ଲାରୁ ମୋଟ ୬ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା- ୧୦୯୨ ଜଣ

ବଲାଙ୍ଗୀରି ଜିଲ୍ଲା- ୪୫୭ ଜଣ

ନୂଆପଡା ଜିଲ୍ଲା- ୪୦୦ ଜଣ

ସୁନ୍ଦରଗଡ ଜିଲ୍ଲା- ୩୭୧ ଜଣ,

ଝାରସୁଗୁଡା ଜିଲ୍ଲା- ୩୫୯ ଜଣ

ବରଗଡ ଜିଲ୍ଲା- ୨୮୬ ଜଣ

କଳାହାଣ୍ଡି- ୨୭୭ ଜଣ

ପୁରୀ ଜିଲ୍ଲା- ୨୬୬ ଜଣ

କେନ୍ଦୁଝର ଜିଲ୍ଲା- ୨୬୬ ଜଣ

ଅନୁଗୁଳ ଜିଲ୍ଲା- ୨୩୯ ଜଣ

ଗଞ୍ଜାମ ଜିଲ୍ଲା- ୨୦୯ ଜଣ

ନବରଂଗପୁର ଜିଲ୍ଲା- ୨୦୬ ଜଣ

କଟକ ୧୯୮ ଜଣ

ସମ୍ବଲପୁର ଜିଲ୍ଲା- ୧୫୮ ଜଣ

ମୟୂରଭଞ୍ଜ ଜିଲ୍ଲା- ୧୨୯ ଜଣ

ନୟାଗଡ ଜିଲ୍ଲା- ୧୧୧ ଜଣ

ଯାଜପୁର ଜିଲ୍ଲା- ୧୦୭ ଜଣ

ଗଜପତି ଜିଲ୍ଲା- ୭୯ ଜଣ

ବାଲେଶ୍ଵର ଜିଲ୍ଲା- ୭୮ ଜଣ

ରାୟଗଡା ଜିଲ୍ଲା- ୭୭ ଜଣ

କୋରାପୁଟ ଜିଲ୍ଲା- ୭୬ ଜଣ

ସୋନପୁର ଜିଲ୍ଲା- ୭୪ ଜଣ

ଭଦ୍ରକ ଜିଲ୍ଲା- ୬୫ ଜଣ

କେନ୍ଦ୍ରାପଡା ଜିଲ୍ଲା- ୬୪ ଜଣ

ବୌଦ୍ଧ ଜିଲ୍ଲା- ୬୪ ଜଣ

ଜଗତସିଂହପୁର ଜିଲ୍ଲା- ୬୨ ଜଣ

ଦେବଗଡ ଜିଲ୍ଲା- ୩୬ ଜଣ

କନ୍ଧମାଳ ଜିଲ୍ଲା- ୩୪ ଜଣ

ମାଲକାନାଗିରି ଜିଲ୍ଲା- ୨୯ ଜଣ

ଢେଙ୍କାନାଳ ଜିଲ୍ଲା- ୧୨ ଜଣ

ଷ୍ଟେଟ ପୁଲରୁ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡରେ ସର୍ବାଧିକ, ଦ୍ବିତୀୟରେ ଖୋର୍ଦ୍ଧା

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରୁ 3144 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 1 ହଜାର 823 ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ହେଉଛି 1 ହଜାର 321 ଜଣ।

ତେବେ ସୁନ୍ଦରଗଡ ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ 523 ଜଣ ନୂଆ ପଜେଟିଭ ମାମଲା ଆସିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ 497 ଜଣ ଚିହ୍ନଟ ହୋଇ ଦ୍ବିତୀୟରେ ରହିଛି। ନୂଆପଡା ଜିଲ୍ଲାରେ ମଧ୍ୟ 395 ଜଣ ନୂଆ ପଜେଟିଭି ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟର ତୃତୀୟ ସର୍ବାଧିକ କରୋନା ଜିଲ୍ଲା ହୋଇଛି।

ଆଜିର ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ନୂଆ କରୋନା ସଂଖ୍ୟା ହେଲା

1. Angul: 49

2. Balasore: 28

3. Bargarh: 156

4. Bhadrak: 51

5. Balangir: 92

6. Boudh: 7

7. Cuttack: 140

8. Deogarh: 21

9. Dhenkanal: 1

10. Gajapati: 67

11. Ganjam: 44

12. Jagatsinghpur: 18

13. Jajpur: 76

14. Jharsuguda: 119

15. Kalahandi: 53

16. Kandhamal: 13

17. Kendrapada: 15

18. Keonjhar: 128

19. Khurda: 497

20. Koraput: 18

21. Malkangiri: 4

22. Mayurbhanj: 68

23. Nawarangpur: 96

24. Nayagarh: 29

25. Nuapada: 395

26. Puri: 129

27. Rayagada: 44

28. Sambalpur: 149

29. Sonepur: 4

30. Sundargarh: 523

31. State Pool: 110

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ: ୨୪ ଘଣ୍ଟାରେ ୨୬ ହଜାର ୩୮୨ ନୂତନ ଆକ୍ରାନ୍ତ ଚିହ୍ନଟ, ୩୮୭ ମୃତ

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୩୮୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୮୭ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୩୮୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୩୨ ହଜାର ୫୪୮ ରେ ପହଞ୍ଚିଛି। ୩୮୭ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୯୬ ରେ ପହଞ୍ଚିଛି।

ସେହିପରି ଦେଶରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୫୬ ହଜାର ୪୪୯ ରହିଥିବା ବେଳେ ୩ ଲକ୍ଷ ୩୨ ହଜାର ୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୨୫୮ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ବରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, ବରଗଡରୁ ୧୨, କେନ୍ଦ୍ରାପଡାରୁ ୧୨, ଝାରସୁଗୁଡାରୁ ୧୧, ନୟାଗଡରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳରୁ ୫, ଭଦ୍ରକରୁ ୪, ଜଗତସିଂପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ କଳାହାଣ୍ଡି ରୁ ଜଣେ ଲେଖାଏଁ  ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୪,୪୮୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।