Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କାଠ ଖୋଦେଇ ଶିଳ୍ପରେ ସଫଳ ଶୁଭେନ୍ଦୁ
ରାଜ୍ୟ ଖବର

କାଠ ଖୋଦେଇ ଶିଳ୍ପରେ ସଫଳ ଶୁଭେନ୍ଦୁ

November 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Shubhendu finds success in the wood carving craft

ଭୁବନେଶ୍ୱର: ଇଞ୍ଜିନିୟରିଂ ପାସ୍ ପରେ ଚାକିରି ପଛରେ ନ ଦୌଡ଼ି ନିଜେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖିଥିଲେ ଶୁଭେନ୍ଦୁ କୁମାର ସାହୁ। ତାଙ୍କର ଏହି ନିଆରା ଚିନ୍ତାଧାରା ଆଜି ତାଙ୍କୁ ସଫଳ ଉଦ୍ୟୋଗୀ ଭାବେ ପରିଚିତ କରାଇଛି। ପାରମ୍ପରିକ କାଠ ଖୋଦେଇ ଶିଳ୍ପରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ କରି ସେ ଆରମ୍ଭ କରିଛନ୍ତି “ଦେବକୃପା ସିଏନସି’। ସିଏନସି ଓ ଲେଜର କଟିଂ ଜରିଆରେ ଆକର୍ଷଣୀୟ କବାଟ, ଝରକା ଓ କାଠ ମୂର୍ତ୍ତି ସହ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରୁଛନ୍ତି। ବ୍ୟବସାୟର ସମ୍ପ୍ରସାରଣ ପାଇଁ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ମାଧ୍ୟମରେ ପିଏମଇଜିପି ଯୋଜନାରେ ୨୫ ଲକ୍ଷ ଟଙ୍କାର ଋଣ ସହ ୮ ଲକ୍ଷ ୭୫ ହଜାର ଟଙ୍କାର ସବସିଡି ପାଇଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି। “ଦେବକୃପା ସିଏନସି’ ଢେଙ୍କାନାଳର ପ୍ରମୁଖ କାଠ ଖୋଦେଇ ଅନୁଷ୍ଠାନ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି । ତାଙ୍କ ଅନୁଷ୍ଠାନରେ ଏବେ ୧୦ ଜଣ କାମ କରୁଛନ୍ତି। ଖଦି ଓ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋରେ ତାଙ୍କ ଷ୍ଟଲ୍ ନିଆରା ଆକର୍ଷଣ ରଖୁଛି। ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ଚାକିରି ଖୋଜିବା ବଦଳରେ ଅନ୍ୟକୁ ଚାକିରି ଦେଇହେବ ବୋଲି ଶୁଭେନ୍ଦୁ କହିଛନ୍ତି।

କାଠ ଖୋଦେଇ ଶୁଭେନ୍ଦୁ
Share. Facebook Twitter LinkedIn Email WhatsApp Copy Link

Related Posts

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଜଳାପୋଡ଼ା ଚିକିତ୍ସା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ

November 28, 2026

ଡିଏଭି ପୋଖରୀପୁଟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର ୨.୦ ଅନୁଷ୍ଠିତ

November 28, 2026
Latest News

କାଠ ଖୋଦେଇ ଶିଳ୍ପରେ ସଫଳ ଶୁଭେନ୍ଦୁ

November 28, 2026

ଅଗ୍ନିବୀର ନିଯୁକ୍ତିର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ଏଭଳି କରନ୍ତୁ ଯାଞ୍ଚ

November 28, 2026

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.