Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଢାଉ ପରେ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀମାନେ ଗଣତି କରି ହାଲିଆ
ଜାତୀୟ ଖବର

ଚଢାଉ ପରେ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀମାନେ ଗଣତି କରି ହାଲିଆ

February 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚଢାଉ ପରେ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀ ଟଙ୍କା ଗଣତି କରି ହାଲିଆ

ନୂଆଦିଲ୍ଲୀ: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ଅବସରପ୍ରାପ୍ତ ଆଇପିଏଏସଙ୍କ ଘରୁ ମିଳିଲା ଅଗଣତି ଟଙ୍କା। ଯାହାକୁ ଦେଖି ଆଇଟି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ବର୍ତ୍ତମାନ ତିନିଦିନ ଧରି ଏହି ଟଙ୍କା ଗଣତି ଚାଲିଛି। ଏ ପର୍ଯ୍ୟନ୍ତ କେତେ ଟଙ୍କା ହୋଇଛି ତାହାର ସୂଚନା ପ୍ରଦାନ କରାଯାଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ନୂଆଦିଲ୍ଲୀର ନୋଇଡା ସେକ୍ଟର 50 ରେ ଜଣେ ଆଇପିଏସ ଅଧିକାରୀ ରାମ ନାରାୟଣ ସିଂ ରହୁଛନ୍ତି। ତାଙ୍କ ଘରେ ନଗଦ ଟଙ୍କା ଥିବାର ସନ୍ଦେହ କରି ଗତ ରବିବାର ଦିନ ଇନକମ ଟ୍ୟାକ୍ସ ବିଭାଗ ଚଢାଉ କରିଥିଲା। ଏହି ଚଢାଉ ବେଳେ ଅଧିକାରୀମାନେ ତାଙ୍କ ଫ୍ଲାଟର ବେସମେଣ୍ଟରେ ବିପୁଳ ପରିମାଣର ଟଙ୍କା ରଖିଥିବାର ଜଣାପଡିଥିଲା।

ଅଧିକାରୀ ଜଣଙ୍କ ତାଙ୍କ ଫ୍ଲାଟର ବେସମେଣ୍ଟଟି ତାଙ୍କର ବିଜେନେସ ଉଦ୍ଦେଶ୍ୟରେ ନେଇଥିବାର ଜଣାପଡିଛ। ସେହି ବେସମେଣ୍ଟରେ ସେ 690ଟି ଲକର ନିର୍ମାଣ କରିଛନ୍ତି। ସେହି ଲକର ଭିତରେ ଏହି ଟଙ୍କା ରଖିଥିବାର ଆଇଟି ଅଧିକାରୀମାନେ ଜାଣିପାରିଛନ୍ତି।

ରବିବାରରୁ ଏହି ଚଢାଉ କରି ଆଇଟି ଅଧିକାରୀମାନେ ଟଙ୍କା ଗଣତିରେ ନିୟୋଜିତ ଅଛନ୍ତି। ତାଙ୍କ ଘରୁ କେବଳ 2000 ଏବଂ 500 ଟଙ୍କିଆ ନୋଟ ମିଲିଛି। ତେବେ ଏ ପର୍ଯ୍ୟନ୍ତ ତାହାର ଗଣତି ଶେଷ ହୋଇ ନାହିଁ। ଏହି ଆଇପିଏସ ଅଧିକାରୀ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସହିତ ଜଡିଥିବାର ଅନୁମାନ କରାଯାଇଛି।

ଇନକମ ଟ୍ୟାକ୍ସ ଇନକମ ଟ୍ୟାକ୍ସ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026
Latest News

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.