Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»StateBoard»ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ମାମଲା: ଶୀଘ୍ର ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ
StateBoard

ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ମାମଲା: ଶୀଘ୍ର ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ

February 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସିବିଏସ୍ଇ, ଆଇସିଏସ୍ଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶାରୀରିକ ପରୀକ୍ଷା ବିରୋଧରେ ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣିବାକୁ ରାଜି ହୋଇଛନ୍ତି। ଏହି ମାମଲାକୁ ନେଇ ଆବେଦନକାରୀଙ୍କୁ ପ୍ରଧାନ ବିଚାରପତି ଏନ.ଭି. ରାମନା ଆଶ୍ଵାସନା ଦେଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏମ ଖାନୱିଲକରଙ୍କ ବେଞ୍ଚରେ ଖୁବ ଶୀଘ୍ର ଏହି ମାମଲା ଉଠାଯିବ ବୋଲି ଭି ରାମନା ଆବେଦନକାରୀଙ୍କୁ କହିଛନ୍ତି।

ଆବେଦନକାରୀ କହିଛନ୍ତି ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନା ମହାମାରୀର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ଅନ୍ୟ କିଛି ଉପାୟ ମିଳିବା ଉଚିତ।

ଅଫଲାଇନ ପରୀକ୍ଷା ଆଇସିଏସ୍ଇ ଦଶମ ଦ୍ୱାଦଶ ସିବିଏସ୍ଇ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ମିଳିଲା ଦାୟିତ୍ଵ, ଅହମ୍ମଦାବାଦରେ ହେବ ଆୟୋଜନ

November 26, 2025

ଆହୁରି କଷ୍ଟକର ହେଲା ଟିମ୍ ଇଣ୍ଡିଆ ପାଇଁ WTC ଫାଇନାଲ୍ ଯିବା ପଥ: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

November 26, 2025

ପଛରେ ପଡ଼ିଲା ବଲିଉଡ: YouTube ରେ 5 ବିଲିୟନରୁ ଅଧିକ ଭ୍ୟୁ ପାଇଲା ଟି-ସିରିଜର ‘ହନୁମାନ ଚାଳିଶା’

November 26, 2025

ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

November 26, 2025
Latest News

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ମିଳିଲା ଦାୟିତ୍ଵ, ଅହମ୍ମଦାବାଦରେ ହେବ ଆୟୋଜନ

November 26, 2025

ଖୋଲିଲା ମା’ ଭଗବତୀଙ୍କ ଭିତରହୁଣ୍ଡି: ଜାଣନ୍ତୁ କେତେ ସଂଗ୍ରହ ହେଲା ଦାନ ରାଶି?

November 26, 2025

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ

November 26, 2025

ଜାତୀୟ ମହିଳା କମିଶନଙ୍କ ଖୋର୍ଦ୍ଧାରେ ଜନଶୁଣାଣି

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.