Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା
ବିଶେଷ ଖବର

ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା

February 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା

ଭବାନୀପାଟଣା: ଗତକାଲି ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏହି ଭୋଟ ସମୟରେ ଜଣେ ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରଶଂସା ମିଳିବାରେ ଲାଗିଛି। ତାହା ହେଲା ଚାଲିବାକୁ ସକ୍ଷମ ନଥିବା ଜଣେ ବୃଦ୍ଧାଙ୍କୁ ଟେକିଟେକି କନେଷ୍ଟବଳ ବୁଥ ଭିତରକୁ ନେବା ଘଟଣା। ସେଠାରେ ଥିବା ସମସ୍ତ କର୍ମକର୍ତ୍ତା ଏହି ପୋଲିସ ଅଫିସରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ଏକ ବୁଥରେ। ଆଉ ଯେଉଁ କନେଷ୍ଟବଳ ଏହି କାର୍ଯ୍ୟ କରିଛନ୍ତି ସେ ହେଉଛନ୍ତି ମମତା ରଣା। ଜଣେ ବୃଦ୍ଧା ଭୋଟ ଦେବା ପାଇଁ ଏକ ଅଟୋରେ ଆସିଥିଲେ। ହେଲେ ତାଙ୍କ ସାଥୀରେ ଯେଉଁମାନେ ଥିଲେ ସେମାନେ ବୃଦ୍ଧାଙ୍କୁ ଟେକି ବୁଥ ଭିତରକୁ ନେବା ପାଇଁ ଚାହିଁଲେ।

ହେଲେ ସେଠାରେ ଥିବା କନେଷ୍ଠବଳ ମମତା ରଣା ତାହାକୁ ବାରଣ କଲେ। ନିଜେ ବୃଦ୍ଧାଙ୍କୁ ଟେକିଟେକି ନେଇ ବୁଥ ଭିତରକୁ ଯାଇ ଭୋଟ ପ୍ରଦାନରେ ସହାୟତା କରିଥିଲେ। ଏହାକୁ ନେଇ କଳାହାଣ୍ଡି ଏସପି ପ୍ରଶଂସା କରିଛନ୍ତି।

କନେଷ୍ଠବଳ ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.