Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RajyasabhaElection»ରାଜ୍ୟସଭାରେ ଶତକ ପୂରଣ କଲା ବିଜେପି, ଜାଣନ୍ତୁ ବର୍ତ୍ତମାନ ସଂସଦର ଉପର ଗୃହରେ କେଉଁ ଦଳର ସଦସ୍ୟ କେତେ
RajyasabhaElection

ରାଜ୍ୟସଭାରେ ଶତକ ପୂରଣ କଲା ବିଜେପି, ଜାଣନ୍ତୁ ବର୍ତ୍ତମାନ ସଂସଦର ଉପର ଗୃହରେ କେଉଁ ଦଳର ସଦସ୍ୟ କେତେ

April 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପି ଏକ ଶତକ ପୂରଣ କରିଛି। ୧୯୯୦ ପରେ ୧୦୦ କୁ ଛୁଇଁବା ଏହା ପ୍ରଥମ ପାର୍ଟୀ ହୋଇଛି। ରାଜ୍ୟସଭାରେ ସରକାରୀ ଭାବେ ସୂଚନା ଦିଆଯାଇଛି। ବିଜେପି ତିନୋଟି ରାଜ୍ୟସଭା ଆସନ, ଆସାମରୁ, ତ୍ରିପୁରା ଏବଂ ଗୋଟିଏ ନାଗାଲାଣ୍ଡରୁ ଗୋଟିଏ ଲେଖାଏଁ ଜିତିଛି। ନିକଟରେ ୬ ଟି ରାଜ୍ୟରେ ୧୩ ଟି ଆସନରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୧୪ ରେ ବିଜେପିର ୫୫ ଜଣ ସଦସ୍ୟ ରହିଥିଲେ ଏବଂ ଏହି ସଂଖ୍ୟା ୧୦୦ କୁ ବୃଦ୍ଧି ପାଇଛି।

ପ୍ରକାଶ ଯୋଗ୍ୟ ଯେ, ରାଜ୍ୟସଭାରେ ୨୪୫ ଜଣ ସଦସ୍ୟ ଅଛନ୍ତି। ଏହାପୂର୍ବରୁ ୧୯୯୦ରେ କଂଗ୍ରେସର ୧୦୮ ସଦସ୍ୟ ରହିଥିଲେ। କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ ୩୦ କୁ ହ୍ରାସ ପାଇଛି। ବର୍ତ୍ତମାନ ପ୍ରାୟ ୫୨ ଟି ଆସନରେ ଖୁବ ଶୀଘ୍ର ଭୋଟ୍ ଅନୁଷ୍ଠିତ ହେବ, ଯାହା ଆନ୍ଧ୍ରପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ରାଜସ୍ଥାନ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ହେବ।

ରାଜ୍ୟସଭାରେ ବିଭିନ୍ନ ଦଳର ସଦସ୍ୟଙ୍କ ସଂଖ୍ୟା (ଏପ୍ରିଲ୍ ୩, ୨୦୨୨ ସୁଦ୍ଧା):

ଭାରତୀୟ ଜନତା ପାର୍ଟି- ୧୦୧
କଂଗ୍ରେସ- ୩୦
ତୃଣମୂଳ କଂଗ୍ରେସ- ୧୩
ଦ୍ରାବିଡା ମୁନ୍ନେତ୍ର କାଶଗମ- ୧୦
ବିଜୁ ଜନତା ଦଳ- ୦୯
ତେଲେଙ୍ଗାନା ରାଷ୍ଟ୍ର ସମିତି- ୦୬
ୱାଇଏସଆର କଂଗ୍ରେସ ପାର୍ଟି- ୦୬
ଅଖିଳ ଭାରତୀୟ ଦ୍ରାବିଡା ମୁନ୍ନେତ୍ର କାଶଗମ- ୦୫
ସମାଜବାଦୀ ପାର୍ଟି- ୦୫
ରାଷ୍ଟ୍ରିୟ ଜନତା ଦଳ- ୦୫
ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି- ୦୫
ଜନତା ଦଳ ୟୁନାଇଟେଡ୍- ୦୪
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି- ୦୪
ବାହୁଜନ ସମାଜ ପାର୍ଟି- ୦୩
ଶିବସେନା- ୦୩
ଶିରୋମାନି ଅକାଲୀ ଦଳ- ୦୩
ଆମ୍ ଆଦମୀ ପାର୍ଟି- ୦୩
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ- ୦୨
ତେଲୁଗୁ ଦେଶମ ପାର୍ଟି- ୦୧
ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍- ୦୧
ଆରପିଆଇ (ଆଠୱଲେ)- ୦୧
ଜନତା ଦଳ ସେକୁଲାର- ୦୧
ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍- ୦୧
ଆସୋମ ଗଣ ପରିଷଦ- ୧
ପଟ୍ଟାଲି ମକ୍କାଲ କାଚି- ୧
ମାରୁଲାମାର୍ଚି ଦ୍ରାବିଡା ମୁନ୍ନେତ୍ର କାଶଗମ- ୦୧
ତାମିଲ ମାନିଲା କଂଗ୍ରେସ- ୦୧
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା- ୦୧
ନ୍ୟାସନାଲ ପିପୁଲ୍ସ ପାର୍ଟି- ୦୧
ମିଜୋ ନ୍ୟାସନାଲ ଫ୍ରଣ୍ଟ- ୦୧
କେରଳ କଂଗ୍ରେସ (ଏମ)- ୦୧
ୟୁନାଇଟେଡ୍ ପିପୁଲ୍ସ ପାର୍ଟି (ଲିବରାଲ)- ୦୧
ସ୍ଵାଧୀନ- ୦୨
ମନୋନୀତ- ୦୩

ବିଜେପି ରାଜ୍ୟସଭା ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ୍ ୨୪ ରେ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରତି ମହାଦେବଙ୍କ ରହିବ ଆଶୀର୍ବାଦ

June 24, 2026

ଧନବାଦ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

June 23, 2026

ପାକିସ୍ତାନ ମିଥ୍ୟା ଦାବିର ପର୍ଦ୍ଦାଫାସ: ସମସ୍ତ ୩୬ ଟି ରାଫେଲର ଟେଣ୍ଡର ଡକ୍ୟୁମେଣ୍ଟ ଜାରି କଲା ବାୟୁସେନା

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026
Latest News

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026

ଆଜି ଜୁନ୍ ୨୪ ରେ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରତି ମହାଦେବଙ୍କ ରହିବ ଆଶୀର୍ବାଦ

June 24, 2026

ରଥଯାତ୍ରା ୨୦୨୬ : ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

June 24, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.