Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଟାର୍ଗେଟ କରାଯାଉଛି, ଲୋକମାନେ ଆମଠାରୁ ବହୁତ କିଛି ଆଶା କରୁଛନ୍ତି’: ସୋନିଆ ଗାନ୍ଧୀ
ବିଶେଷ ଖବର

ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଟାର୍ଗେଟ କରାଯାଉଛି, ଲୋକମାନେ ଆମଠାରୁ ବହୁତ କିଛି ଆଶା କରୁଛନ୍ତି’: ସୋନିଆ ଗାନ୍ଧୀ

May 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବରରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି ନିଷ୍ଠୁରତାର ସହ ଟାର୍ଗେଟ କରାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ଦେଶର ସମାନ ନାଗରିକ।

ସୋନିଆ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ, କୃଷକମାନଙ୍କ ବିରୋଧରେ ଅଣାଯାଇଥିବା କଳା ଆଇନ, ସଂସଦ ଭିତରେ ତଥା ସଂସଦ ବାହାରେ ଚାଷୀଙ୍କ ପାଇଁ କଂଗ୍ରେସ ଜୋରଦାର ଲଢେଇ କରିଛି। ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଦେଶରେ କଂଗ୍ରେସ ଦଳ ଦ୍ୱାରା ସ୍ଥାପିତ ଜନସାଧାରଣଙ୍କ ଉପକ୍ରମ ଛିଡା କରାଯାଇଥିଲା, ତାହକୁ ବିକ୍ରି କରାଯାଉଛି।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦେଶରେ ବେକାରୀ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି। ୟୁପିଏ ସରକାରଙ୍କ MNREGA ଏବଂ ଖାଦ୍ୟ ସୁରକ୍ଷା ଆଇନ ଦୁର୍ବଳ ହେଉଛି। ଲୋକମାନେ ଆମଠାରୁ ବହୁତ ଆଶା କରନ୍ତି, ଆମେ ସେ ବିଷୟରେ ଅବଗତ ଅଛୁ। ଯେତେବେଳେ ଆମେ ଚିନ୍ତନ ଶିବୀରରୁ ବାହାରିବୁ, ଏକ ନୂତନ ଆତ୍ମବିଶ୍ୱାସ ସହିତ, ଆମେ ଏକ ନୂତନ ସଂକଳ୍ପ ସହିତ ଜନସାଧାରଣଙ୍କ ମଧ୍ୟକୁ ଯିବୁ।

ସୋନିଆ ଗାନ୍ଧୀ ଚିନ୍ତନ ଶିବରରେ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସ ଦଳର ଅବସ୍ଥା ଭଲ ନାହିଁ। ଅସାଧାରଣ ପରିସ୍ଥିତିକୁ କେବଳ ଅସାଧାରଣ ଉପାୟରେ ମୁକାବିଲା କରାଯାଇପାରିବ। ନେତାମାନଙ୍କୁ ଦଳ ବହୁତ କିଛି ଦେଇଛି। ପାର୍ଟିର ଋଣ ପରିଶୋଧ କରିବାର ବର୍ତ୍ତମାନ ସମୟ ଆସିଛି।

ଉଦୟପୁରର କଂଗ୍ରେସ ‘ଚିନ୍ତନ୍ ଶିବୀର’ରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ, ବିଜେପି ଏବଂ ଆରଏସଏସ ନୀତି ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ଆହ୍ଵାନ ଉପରେ ବିଚାର କରିବା ପାଇଁ ଏହି ଶିବିର ଏକ ଭଲ ସୁଯୋଗ। ଦେଶର ପ୍ରସଙ୍ଗ ଉପରେ ଚିନ୍ତନ ଏବଂ ଦଳ ସମ୍ମୁଖରେ ଥିବା ସମସ୍ୟା ଉପରେ ଆତ୍ମଚିନ୍ତନ ପାଇଁ ଏହା ଏକ ସୁଯୋଗ ଅଟେ।

କଂଗ୍ରେସ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.