Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି-୨୦ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

November 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ ଆର ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ଭାରତ-ଯୁକ୍ତରାଷ୍ଟ୍ର ରଣନୈତିକ ଭାଗିଦାରୀ ତଥା ନୂତନ ପ୍ରଯୁକ୍ତିବିଦ୍ୟା, ଆଧୁନିକ କମ୍ପ୍ୟୁଟିଙ୍ଗ୍ ଓ କୃତ୍ରିମ ମେଧା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। କ୍ୱାଡ୍, ୧୨ୟୁ୨ ଇତ୍ୟାଦିକୁ କେନ୍ଦ୍ର କରି ଉଭୟ ନେତା ଭାରତ-ଯୁକ୍ତରାଷ୍ଟ୍ର ସମ୍ପର୍କ ନେଇ ସନ୍ତୋଷ ପ୍ରକଟ କରିଥିଲେ।

ଉଭୟ ନେତା ବୈଶ୍ୱିକ ଓ ଆଞ୍ଚଳିକ ବିକାଶ ବିଷୟ ଉପରେ କଥା ହୋଇଥିଲେ। ଭାରତ-ୟୁଏସ ଭାଗିଦାରିତା ନିରବଚ୍ଛିନ୍ନ ସହଯୋଗ ଯୋଗୁଁ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ଉଭୟ ଦେଶ ଉତ୍ତମ ସମନ୍ୱୟ ରକ୍ଷା କରିବେ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ।

ଜି-୨୦ ଶିଖର ସମ୍ମିଳନୀ ନରେନ୍ଦ୍ର ମୋଦୀ ରଣନୈତିକ ଭାଗିଦାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡ଼ା ଉପ ନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳର ଜୋର୍‌ସୋର୍‌ରେ ପ୍ରଚାର ଜାରି

October 30, 2025

ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

October 30, 2025

ଶକ୍ତି କ୍ଷେତ୍ରରେ ଭାରତର ଐତିହାସିକ ମାଇଲଖୁଣ୍ଟ: ୫୦୦ ଗିଗାୱାଟ ଅତିକ୍ରମ କଲା ମୋଟ ବିଦ୍ୟୁତ୍‍ ଉତ୍ପାଦନ

October 29, 2025

ବିଶ୍ୱ ଷ୍ଟ୍ରୋକ୍ ଦିବସ: ଆଜି ମୃତ୍ୟୁ ଏବଂ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ ପାଲଟିଛି ‘ବ୍ରେନ୍‌ ଷ୍ଟ୍ରୋକ୍‌’ 

October 29, 2025
Latest News

ଆମୱେ ଇଣ୍ଡିଆର ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ପୁଞ୍ଜିନିବେଶ ଘୋଷଣା

October 30, 2025

56ତମ ଆଇଏଫଏଫଆଇ ପାଇଁ ଗଣମାଧ୍ୟମ ପଞ୍ଜୀକରଣ

October 30, 2025

ନୂଆପଡ଼ା ଉପ ନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳର ଜୋର୍‌ସୋର୍‌ରେ ପ୍ରଚାର ଜାରି

October 30, 2025

ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

October 30, 2025

ରାଜ୍ୟସ୍ତରୀୟ କିଶୋର-କିଶୋରୀ ସମାବେଶରେ ଯୋଗ ଦେଲେ ଉପ-ମୁଖ୍ୟମନ୍ତ୍ରୀ

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.