Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମପୁର ଉପନିର୍ବାଚନରେ ବିରୋଧୀଙ୍କୁ ଟକ୍କର ଦେବା ପାଇଁ ଜାଲ ବିଛେଇ ଦେଲା ବିଜେଡି
ଜାତୀୟ ଖବର

ପଦ୍ମପୁର ଉପନିର୍ବାଚନରେ ବିରୋଧୀଙ୍କୁ ଟକ୍କର ଦେବା ପାଇଁ ଜାଲ ବିଛେଇ ଦେଲା ବିଜେଡି

November 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦ୍ମପୁର ଉପନିର୍ବାଚନରେ ବିରୋଧୀଙ୍କୁ ଟକ୍କର ଦେବା ପାଇଁ ଜାଲ ବିଛେଇ ଦେଲା ବିଜେଡି

Padampur Byelection: ଧାମନଗରରେ ପରାଜୟ ପରେ ବର୍ତ୍ତମାନ ବିଜେଡି ଆଗ ଅପେକ୍ଷା ବେଶ ସକ୍ରିୟ ହୋଇପଡିଛି। ଏଥର ପଦ୍ମପୁର ଆସନଟି ଯେପରି ପୁଣି ଥରେ ଦଳର ଖାତାକୁ କିପରି ଆସିବ ସେ ନେଇ ନିର୍ବାଚନ ମଣ୍ଡଳି ସାରା ଜାଲ ବିଛାଇ ଦେଇଛି ବିଜେଡି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବହୁ ଭୋଟରେ ଜିତିବା ଲକ୍ଷ ରଖିଛି ବିଜେଡି। ସେଥିପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି।

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତୃତ୍ବରେ ପଦ୍ମପୁର ପ୍ରଚାରର ପୁରା ଡାଜାଇନିଂ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ପ୍ରଚାର ପରିଚାଳନା ଦାୟିତ୍ୱରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଥିବାବେଳେ ଅନ୍ୟ ତୁଙ୍ଗ ନେତାମାନେ ବିଭିନ୍ନ ଜୋନ୍ ଦାୟତ୍ୱରେ ଅଛନ୍ତି ।

ପଦ୍ମପୁର ବ୍ଲକ: ବର୍ତ୍ତମାନ ପଦ୍ମପୁର ବ୍ଲକ୍ ଅଧୀନରେ ରହିଛି ମୋଟ୍ ୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ସେଥିପାଇଁ ଯାହାକୁ ଦାୟିତ୍ବ ଦିଆଯାଇଛି ସେମାନେ ହେଲେ..

ଜୋନ୍‌-୧-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଜୋନ୍‌-୨- ପ୍ରତାପ ଜେନା,ଦେବେଶ ଆଚାର୍ଯ୍ୟ
ଜୋନ୍‌- ୩ -ସରୋଜ ମେହେର

ସେହିପରି ପଦ୍ମପୁର ବ୍ଲକ୍‌ରେ ମୋଟ ୨୨ଟି ପଞ୍ଚାୟତ ରହିଛି। ସେହି ପଞ୍ଚାୟତ ଦାୟିତ୍ବ ମଧ୍ୟ ବିଭିନ୍ନ ନେତାଙ୍କୁ ପ୍ରଦାନ କରାଯାଇଛି। ସେଥିରେ

ଜୋନ୍‌-୧-ପ୍ରଭାସ ସିଂ, ନଳିନୀକାନ୍ତ ପ୍ରଧାନ, ରୋହିତ ପୂଜାରୀ, ସମୀର ରଞ୍ଜନ ଦାଶ, ଓ ପର୍ଶୁରାମ ଧଡ଼ା
ଜୋନ୍‌-୨- ପ୍ରଦୀପ ମାଝୀ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସ୍ୱରୂପ ଦାଶ,ରୁଦ୍ର ମହାରଥୀ ବିଜୟ ନାୟକ, ଶିଶିର ପରିଜା ଓ ସଂଗ୍ରାମ ପାଇକରାୟ.
ଜୋନ୍‌-୩- ରମେଶ ମାଝୀ, ଜଗନ୍ନାଥ ସାରକା, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ୍ ବିଶ୍ୱାଳ, ଅନୁଭବ ପଟ୍ଟନାୟକ ଓ ଶ୍ରୀକାନ୍ତ ସାହୁ

ପାଇକମାଳ ବ୍ଲକ: ପାଇକମାଳ ବ୍ଲକ୍ ୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ବ୍ଲକ୍ ଇନ୍‌ଚାର୍ଜ ଭାବେ ଦୁଇ ମନ୍ତ୍ରୀ ନବ ଦାସ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ତିନୋଟି ଜୋନ ଦାୟିତ୍ବରେ ଯେଉଁମାନେ ରହିଲେ ସେମାନେ ହେଲେ

ଜୋନ୍‌-୧-ଟୁକୁନି ସାହୁ ଓ ଅରୁଣ ସାହୁ
ଜୋନ୍‌-୨-ସ୍ନେହାଙ୍ଗିନୀ ଛୁରିଆ
ଜୋନ୍‌-୩- ଦିବ୍ୟଶଙ୍କର ମିଶ୍ର

ପାଇକମାଳ ବ୍ଲକ୍‌ର ୩ ଜୋନ୍‌ରେ ରହିଛି ମୋଟ୍ ୨୨ଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତକୁ ଜିଲ୍ଲାପରିଷଦ ଜୋନ ହିସାବରେ ବଣ୍ଟା ଯାଇଛି। ସେହିଅନୁସାରେ ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ହେଲେ

ଜୋନ୍‌-୧ ଅନ୍ତର୍ଗତ ପଞ୍ଚାୟତ ଦାୟିତ୍ୱ- ବ୍ରଜ ପ୍ରଧାନ, ଲତିକା ପ୍ରଧାନ, ଅମରେଶ ପତ୍ରୀ, ଶୈଳେଶ ଦାନୀ, ଅବନୀ ସାହୁ, ପ୍ରଶାନ୍ତ ବେହେରା ଓ ବିଷ୍ଣୁ କେଡ଼ିଆ,
ଜୋନ-୨ରେ ଅନ୍ତର୍ଗତ ପଞ୍ଚାୟତ ଦାୟିତ୍ୱ -ମହୀଧର ରଣା,ବିକ୍ରମ ପଣ୍ଡା, ଯୋଗେଶ ସିଂ, ଚିନ୍ମୟ ସାହୁ, ପ୍ରଶାନ୍ତ ମୁଦୁଲି, ମୁକେଶ ପାଲ ଓ ଦୀପନ ପତି
ଜୋନ୍ -୩ ଅନ୍ତର୍ଗତ ପଞ୍ଚାୟତ ଦାୟିତ୍ୱ -ସୁଶାନ୍ତ ରାଉତ, ଜନ୍ମେଜୟ ଲେଙ୍କା, ଦେବାଶୀଷ ମାରାଣ୍ଡି, ଦେବାଶୀଷ ମହାନ୍ତି, ଉମାକାନ୍ତ ସାମନ୍ତରାୟ, ଜଗନ୍ନାଥ ନାଏକ, ରମେଶ ବେହେରା ଓ ମନୋହର ରନ୍ଧାରୀ ଅଛନ୍ତି। ଝାରବନ୍ଧ ବ୍ଲକ ଦାୟିତ୍ବରେ ରହିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।

ପଦ୍ମପୁର ଉପନିର୍ବାଚନ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026
Latest News

ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ: କନେଷ୍ଟବଳ ଗୁରୁତର, ୨ ଡ୍ରଗ୍ସ ମାଫିଆ ଗିରଫ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.