Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବ ଦାସ ହତ୍ୟାକାଣ୍ଡ: ଗୋପାଳର ହେଉଛି ଭଏସ ଆନାଲିସିସ୍, ଦିଲ୍ଲୀରୁ ଆସିଛନ୍ତି ଟିମ
ଅପରାଧ

ନବ ଦାସ ହତ୍ୟାକାଣ୍ଡ: ଗୋପାଳର ହେଉଛି ଭଏସ ଆନାଲିସିସ୍, ଦିଲ୍ଲୀରୁ ଆସିଛନ୍ତି ଟିମ

February 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bothra
ନବ ଦାସ ହତ୍ୟାକାଣ୍ଡ: ଗୋପାଳର ହେଉଛି ଭଏସ ଆନାଲିସିସ୍, ଦିଲ୍ଲୀରୁ ଆସିଛନ୍ତି ଟିମ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ଖାନଭିନ୍ନ କରୁଛି କ୍ରାଇମ ବ୍ରାଞ୍ଚ। କେଉଁ ପରିସ୍ଥିତିରେ ଏଏସଆଇ ଗୋପାଳ ଦାସ ହତ୍ୟା କଲା ତାହାର ଛାନଭିନ୍ନ କରିବାରେ ଲାଗିଛି। ତେବେ ଏହାର ସତ୍ୟତା ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ଗୋପାଳର ଲେୟାରଡ ଭଏସ ଆନାଲିସିସ ଟେଷ୍ଟ କରାଯାଉଛି। ଏଥିପାଇଁ ନୂଆ ଦିଲ୍ଲୀରୁ ଏକ ଟିମ ଓଡିଶା ଆସିଛନ୍ତି।

ଲେୟାରଡ ଭଏସ ଆନାଲିସିସ ଟେଷ୍ଟ ବା ଏଲଭିଏ ହେଉଛି ଏହିପରି ଏକ ପରୀକ୍ଷା ଯେଉଁଥିରେ ବ୍ୟକ୍ତିର ସ୍ବରରୁ ତାହାର ମାନସିକ ସ୍ଥିତି ଜାଣିହେବ। ଏହା ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଥାଏ। ଏହା ଏକ ଭିନ୍ନ ଟେକନୋଲୋଜି ଯାହା ଏହିପରି କ୍ରାଇମ ଡିଟେକ୍ଟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରେ ବ୍ୟକ୍ତିର ଭଏସ ସହିତ ମସ୍ତିସ୍କର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗର ଚଳନକୁ ମପାଯାଇଥାଏ। ଏହାଦ୍ବାରା ସତ ବାହାରିବ ବୋଲି କ୍ରାଇମ ବ୍ରାଞ୍ଚ ଆଶା ରଖିଛି।

ଅନ୍ୟପକ୍ଷରେ ଗୋପାଳର ରିମାଣ୍ଡର ଗତକାଲି ଆଉ ଚାରିଦିନ ପାଇଁ ବୃଦ୍ଧି କରାଯାଇଛି। ଶନିବାର ଦିନ ତାହାର ରିମାଣ୍ଡ ଶେଷ ହେବାରୁ ତାକୁ ଝାରସଗୁଡା ଜେଏମଏଫସି ରେ ହାଜର କରାଯାଇ ଆଉ ଚାରି ଦିନ ପାଇଁ ରିମାଣ୍ଡ ବୃଦ୍ଧି ଆବେଦନ କରାଯାଇଥିଲା। ଯାହା କୋର୍ଟ ଅନୁମୋଦ କରିବା ପରେ ପୋଲିସ ଗୋପାଳକୁ ନିଜ ହେପାଜତକୁ ନେଇଛି। ପୂର୍ବରୁ ଝାରସୁଗୁଡା ଏୟାରପୋର୍ଟ ଥାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡା ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଛି।

ସେହିପରି ଶନିବାର ଦିନ ଏହାର ତଦନ୍ତ କରୁଥିବା ଅରୁଣ ବୋଥ୍ରା ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ସାକ୍ଷାତ କରିଛନ୍ତି। ବୋଥ୍ରା ତଦନ୍ତର ଅଗ୍ରଗତି ସଂପର୍କରେ ତାଙ୍କୁ ଅବଗତି କରାଇଛନ୍ତି। ଏ ନେଇ ଜଷ୍ଟିସ ଦାସ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା କ୍ରାଇମ ବ୍ରାଞ୍ଚ କଣ ଅଗ୍ରଗତି କରିଛି ତାହା ବୁଝୁଥିଲି। ତାହା ଜାଣିବା ପରେ ତାଙ୍କୁ ଆଉ କେତେକ ଦିଗ ପ୍ରତି ତଦନ୍ତ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଜଷ୍ଟିସ ଜେ ପି ଦାସ ଖୁବ ଶିଘ୍ର ଘଟଣା ସ୍ଥଳକୁ ଯାଇ ତଦନ୍ତର ଅଗ୍ରଗତି ଉପରେ ସମୀକ୍ଷା କରିବେ ବୋଲି ଜଣାପଡିଛି।

ଅରୁଣ ବୋଥ୍ରା ଗୋପାଳ ଦାସ ନବ ଦାସ ନବ ଦାସ ହତ୍ୟାକାଣ଼୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.