Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ବଜେଟ ୨୦୨୩-୨୪: ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ?
ବିଶେଷ ଖବର

ରାଜ୍ୟ ବଜେଟ ୨୦୨୩-୨୪: ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ?

February 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ସରକାର ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ବଜେଟ ଅପେକ୍ଷା ଚଳିତ ବଜେଟରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି।

ଜାଣନ୍ତୁ କେଉଁ ବିଭାଗ ପାଇଁ ବ୍ୟୟବରାଦ କେତେ?:

୧- କୃଷି କ୍ଷେତ୍ର: ୨୪ ହଜାର ୮୨୯ କୋଟି ଟଙ୍କା

୨- ସ୍ୱାସ୍ଥ୍ୟ କ୍ଷେତ୍ର: ୧୬ ହଜାର ୪୮ କୋଟି ଟଙ୍କା

୩- ପାଇପ ଜଳ ଯୋଗାଣ: ୧୩ ହଜାର ୨୧୫ କୋଟି ଟଙ୍କା

୪- ରାସ୍ତା, ପୋଲ, ରେଳ ଓ ଏୟାରପୋର୍ଟ ବିକାଶ: ୧୯ ହଜାର ୪୫୨ କୋଟି

୫- ସହରାଞ୍ଚଳ ବିକାଶ: ୭ ହଜାର ୯୧୯ କୋଟି ଟଙ୍କା

୬- ମିଶନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ: ୬ ହଜାର ୨୨୪ କୋଟି ଟଙ୍କା

୭- ଶିଳ୍ପ ଓ ଏମଏସଏମଇ: ୧୩୫୮ କୋଟି ଟଙ୍କା

୮- ବିପର୍ଯ୍ୟୟ ପରିଚାଳନା: ୩୭୦୦ କୋଟି ଟଙ୍କା

୯- ଶିକ୍ଷା ଓ ଦକ୍ଷତା ବିକାଶ: ୩୦ ହଜାର ୩୦ କୋଟି ଟଙ୍କା

୧୦- ଏସସି/ଏସଟି କଲ୍ୟାଣ: ୩୮ ହଜାର ୪୩୭ କୋଟି ଟଙ୍କା

୧୧- ପର୍ଯ୍ୟଟନ: ୬୮୦ କୋଟି ଟଙ୍କା

୧୨- କ୍ରୀଡା: ୧ ହଜାର ୨୧୭ କୋଟି ଟଙ୍କା

୧୩- ଇ ଆଣ୍ଡ ଆଇଟି: ୩୫୬ କୋଟି ଟଙ୍କା

୧୪- ହସ୍ତତନ୍ତ ବୟନଶିଳ୍ପ: ୨୧୯ କୋଟି ଟଙ୍କା

୧୫- ଆଭ୍ୟନ୍ତରୀଣ ସୁରକ୍ଷା: ୮ ହଜାର ୧୩୦ କୋଟି ଟଙ୍କା

ତେବେ ଚଳିତ ବଜେଟରେ ସ୍ୱାସ୍ଥ୍ୟ ସେବା ପାଇଁ ଅଧିକ ଗୁରୁତ୍ଵ ଦିଆଯାଇଛି। ସେଥିପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହେବ। ଯେଉଁପାଇଁ ୭୫୦ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବର୍ଷ ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିତ କରାଯିବ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ବନ୍ଦେ ମାତରମ୍‌ର ୧୫୦ ବର୍ଷପୂର୍ତ୍ତି ପାଳନ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ

November 7, 2025

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଦଳର ପ୍ରାର୍ଥୀ ଅଧିକ ଦାଗୀ?: ଆଗରେ ଜନ ସୂରାଜ

November 7, 2025

Vande Mataram ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ….

November 7, 2025

Indian Roads Congress: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

November 7, 2025
Jindal Ads
BJP Ads
Latest News

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.