Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ବଜେଟ ୨୦୨୩-୨୪: ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ?
ବିଶେଷ ଖବର

ରାଜ୍ୟ ବଜେଟ ୨୦୨୩-୨୪: ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ?

February 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ସରକାର ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ବଜେଟ ଅପେକ୍ଷା ଚଳିତ ବଜେଟରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି।

ଜାଣନ୍ତୁ କେଉଁ ବିଭାଗ ପାଇଁ ବ୍ୟୟବରାଦ କେତେ?:

୧- କୃଷି କ୍ଷେତ୍ର: ୨୪ ହଜାର ୮୨୯ କୋଟି ଟଙ୍କା

୨- ସ୍ୱାସ୍ଥ୍ୟ କ୍ଷେତ୍ର: ୧୬ ହଜାର ୪୮ କୋଟି ଟଙ୍କା

୩- ପାଇପ ଜଳ ଯୋଗାଣ: ୧୩ ହଜାର ୨୧୫ କୋଟି ଟଙ୍କା

୪- ରାସ୍ତା, ପୋଲ, ରେଳ ଓ ଏୟାରପୋର୍ଟ ବିକାଶ: ୧୯ ହଜାର ୪୫୨ କୋଟି

୫- ସହରାଞ୍ଚଳ ବିକାଶ: ୭ ହଜାର ୯୧୯ କୋଟି ଟଙ୍କା

୬- ମିଶନ ଶକ୍ତି, ମହିଳା ଓ ଶିଶୁ କଲ୍ୟାଣ: ୬ ହଜାର ୨୨୪ କୋଟି ଟଙ୍କା

୭- ଶିଳ୍ପ ଓ ଏମଏସଏମଇ: ୧୩୫୮ କୋଟି ଟଙ୍କା

୮- ବିପର୍ଯ୍ୟୟ ପରିଚାଳନା: ୩୭୦୦ କୋଟି ଟଙ୍କା

୯- ଶିକ୍ଷା ଓ ଦକ୍ଷତା ବିକାଶ: ୩୦ ହଜାର ୩୦ କୋଟି ଟଙ୍କା

୧୦- ଏସସି/ଏସଟି କଲ୍ୟାଣ: ୩୮ ହଜାର ୪୩୭ କୋଟି ଟଙ୍କା

୧୧- ପର୍ଯ୍ୟଟନ: ୬୮୦ କୋଟି ଟଙ୍କା

୧୨- କ୍ରୀଡା: ୧ ହଜାର ୨୧୭ କୋଟି ଟଙ୍କା

୧୩- ଇ ଆଣ୍ଡ ଆଇଟି: ୩୫୬ କୋଟି ଟଙ୍କା

୧୪- ହସ୍ତତନ୍ତ ବୟନଶିଳ୍ପ: ୨୧୯ କୋଟି ଟଙ୍କା

୧୫- ଆଭ୍ୟନ୍ତରୀଣ ସୁରକ୍ଷା: ୮ ହଜାର ୧୩୦ କୋଟି ଟଙ୍କା

ତେବେ ଚଳିତ ବଜେଟରେ ସ୍ୱାସ୍ଥ୍ୟ ସେବା ପାଇଁ ଅଧିକ ଗୁରୁତ୍ଵ ଦିଆଯାଇଛି। ସେଥିପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହେବ। ଯେଉଁପାଇଁ ୭୫୦ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବର୍ଷ ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିତ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

E20 ଇନ୍ଧନ ଉପରେ ନୀତିନ ଗଡକରୀଙ୍କ ଖୋଲା ଚ୍ୟାଲେଞ୍ଜ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

July 8, 2026

ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ

July 8, 2026

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026
Latest News

ଟିଏମସି ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ଫ୍ରିଜ୍ କଲା ଅନେକ ବ୍ୟାଙ୍କ ଆକାଉଣ୍ଟ

July 8, 2026

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ

July 8, 2026

E20 ଇନ୍ଧନ ଉପରେ ନୀତିନ ଗଡକରୀଙ୍କ ଖୋଲା ଚ୍ୟାଲେଞ୍ଜ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

July 8, 2026

କୀଟନାଶକ ଖାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

July 8, 2026

ଭାରତରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା କରିପାରେ ଆମେରିକାର ଏହି ନିଷ୍ପତ୍ତି!: ଜାଣନ୍ତୁ କ’ଣ?

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.