Breaking News: ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଅମିତାଭ ପରିବହନ କମିଶନର

Published: May 18, 2023, 6:57 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ମୋଟ ଅଠର ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲ

1- ଏ ଏମ ପ୍ରସାଦ- ସ୍ପେଶାଲ ଡିଜିପି ଏଚଆରପିସି

2- ସୁଧାଶୁଂ ଷଡଙ୍ଗୀ- ଡିଜି ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲି ଡିଫେନସ

3-ଆର କେ ଶର୍ମା- ଅତିରିକ୍ତ ଡିଜିପି ମୁଖ୍ୟାଳୟ

4-ସଂଜୟ କୁମାର- ଅତିରିକ୍ତ ଡିଜିପି କମ୍ୟୁନିକେସନ

5-ଅମିତାଭ ଠାକୁର- ଟ୍ରାନସପୋର୍ଟ କମିଶନର

6-ସୁରେଶ ଦେବ ଦତ୍ତା ସିଂହ- ଏଡିଜିପ ଅପରେସନ

7-ଦୟାଲ ଗଙ୍ଗୱାର- ଏଡିଜିପି ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟ

8-ରାଜେଶ କୁମାର- ଏଡିଜିପି ପୋଲିସ ଆଧୁନିକକରଣ

9-ନରସିଂହ ଭୋଲ- ଅବକାରୀ କମିଶନର

10- ଆଶିସ ସିଂ- ଆଇଜିପି କେନ୍ଦ୍ରୀୟ ରେଂଜ ଏବଂ ପୋଲିସ ଫୋର୍ନେସିକ ଲାବ୍ରୋଟୋରୀ

11- ରାଜେଶ ପଣ୍ଡିତ- ଡିଆଇଜି, ଅଗ୍ନିଶମ ଏବଂ ହୋମଗାର୍ଡ

12- ଅଖିଲେଶ ସିଂ-  ଡିଆଇଜି ଏସଆଇଡବ୍ଲୁ

13- ସି ଏସ ମୀନା- ସାଉଥ ୱେଷ୍ଟ ରେଂଜ ଡିଆଇଜି

14- ମିତ୍ରଭାନୁ ମହାପାତ୍ର- ଏସପି ରାଉରକେଲା

15- ବତୁଲା ଗଂଗାଧର- ଏସପି ମୟୁରଭଂଜ

16-ମୁକେଶ କୁମାର ଭାମୋ- ଏସପି ସମ୍ବଲପୁର

17-କୁଶଲ କର ନୀତିନ ଦାଗୁଡୁ- ଏସପି କେଉଁଝର

18 ଖିଲାରୀ ଋଶିକେଶ- ଏସପି ବଲାଙ୍ଗିର

Related posts