Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Breaking News: ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଅମିତାଭ ପରିବହନ କମିଶନର
ବିଶେଷ ଖବର

Breaking News: ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଅମିତାଭ ପରିବହନ କମିଶନର

May 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Breaking News: ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଅମିତାଭ ପରିବହନ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ମୋଟ ଅଠର ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲ

1- ଏ ଏମ ପ୍ରସାଦ- ସ୍ପେଶାଲ ଡିଜିପି ଏଚଆରପିସି

2- ସୁଧାଶୁଂ ଷଡଙ୍ଗୀ- ଡିଜି ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲି ଡିଫେନସ

3-ଆର କେ ଶର୍ମା- ଅତିରିକ୍ତ ଡିଜିପି ମୁଖ୍ୟାଳୟ

4-ସଂଜୟ କୁମାର- ଅତିରିକ୍ତ ଡିଜିପି କମ୍ୟୁନିକେସନ

5-ଅମିତାଭ ଠାକୁର- ଟ୍ରାନସପୋର୍ଟ କମିଶନର

6-ସୁରେଶ ଦେବ ଦତ୍ତା ସିଂହ- ଏଡିଜିପ ଅପରେସନ

7-ଦୟାଲ ଗଙ୍ଗୱାର- ଏଡିଜିପି ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟ

8-ରାଜେଶ କୁମାର- ଏଡିଜିପି ପୋଲିସ ଆଧୁନିକକରଣ

9-ନରସିଂହ ଭୋଲ- ଅବକାରୀ କମିଶନର

10- ଆଶିସ ସିଂ- ଆଇଜିପି କେନ୍ଦ୍ରୀୟ ରେଂଜ ଏବଂ ପୋଲିସ ଫୋର୍ନେସିକ ଲାବ୍ରୋଟୋରୀ

11- ରାଜେଶ ପଣ୍ଡିତ- ଡିଆଇଜି, ଅଗ୍ନିଶମ ଏବଂ ହୋମଗାର୍ଡ

12- ଅଖିଲେଶ ସିଂ-  ଡିଆଇଜି ଏସଆଇଡବ୍ଲୁ

13- ସି ଏସ ମୀନା- ସାଉଥ ୱେଷ୍ଟ ରେଂଜ ଡିଆଇଜି

14- ମିତ୍ରଭାନୁ ମହାପାତ୍ର- ଏସପି ରାଉରକେଲା

15- ବତୁଲା ଗଂଗାଧର- ଏସପି ମୟୁରଭଂଜ

16-ମୁକେଶ କୁମାର ଭାମୋ- ଏସପି ସମ୍ବଲପୁର

17-କୁଶଲ କର ନୀତିନ ଦାଗୁଡୁ- ଏସପି କେଉଁଝର

18 ଖିଲାରୀ ଋଶିକେଶ- ଏସପି ବଲାଙ୍ଗିର

IPS Reshuffle ଆଇପିଏସ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026
Latest News

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.