Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇଏଏସ ସ୍ତରରେ ବଡ ଧରଣର ପରିବର୍ତ୍ତନ, ବଦଳିଲେ 20ଟି ଜିଲ୍ଲାର ଜିଲ୍ଲାପାଳ
ବିଶେଷ ଖବର

ଆଇଏଏସ ସ୍ତରରେ ବଡ ଧରଣର ପରିବର୍ତ୍ତନ, ବଦଳିଲେ 20ଟି ଜିଲ୍ଲାର ଜିଲ୍ଲାପାଳ

August 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଏଏସ ସ୍ତରରେ ବଡ ଧରଣର ପରିବର୍ତ୍ତନ, ବଦଳିଲେ 20ଟି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ 20 ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଦେଖନ୍ତୁ ପୁରା ତାଲିକା

ବିଜୟ କୁମାର ଉପାଧ୍ୟାୟ- ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ

ଆଶିଷ ଠାକରେ- ସଚିବ, ରାଜସ୍ବ ପର୍ଷଦ

ଦିଲ୍ଲୀପ ରାଉତରାୟ- ଭଦ୍ରକ ଜିଲ୍ଲାପାଳ

କମଳ ଲୋଚନ ମିଶ୍ର- ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ନିଖିଳ ପୱନ କଲ୍ୟାଣ- ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ

ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ

ସ୍ମୃତି ରଞ୍ଜନ ପ୍ରଧାନ-କେନ୍ଦ୍ରାପଡା ଜିଲ୍ଲାପାଳ

ସୁଧା ଦେବ ସିଂ- ଅତିରିକ୍ତ ଶାସନ ସଚିବ, ପଂଚାୟତ୍ତିରାଜ

ପାରୁଲ ପାଟୱାରୀ- ଜିଲ୍ଲାପାଳ, ରାୟଗଡା

ଅମ୍ବିତ ଋତୁରାଜ- କନ୍ଧମାଳ ଜିଲ୍ଲାପାଳ

ସିଦ୍ଧଶ୍ବର ବଳିରାମ ବନ୍ଦର- ସମ୍ବଲପୁର ଜିଲ୍ଲାପାଳ

ଦତ୍ତାତ୍ରେୟ ସିନ୍ଧେ- କଟକ ଜିଲ୍ଲାପାଳ।

ହେମକାନ୍ତ ସା- ମୟୁରଭଞ୍ଜ ଜିଲ୍ଲାପାଳ

ବି. ଅନିମେଷ ରେଡ୍ଡୀ- ଯାଜପୁର ଜିଲ୍ଲାପାଳ

ଆଶିଷ ପାଟିଲ- ମାଲକାନଗିରି ଜିଲ୍ଲାପାଳ

ସମେଷ କୁମାର ଉପାଧ୍ୟାୟ-ଢେଙ୍କାନାଳ ଜିଲ୍ଲାପାଳ

ଶୁଭଙ୍କର ମହାପାତ୍ର- ନବରଙ୍ଗପୁର ଜିଲ୍ଲାପାଳ

ସୂର୍ଯ୍ୟବଂଶୀ ମୟୁରବିକାଶ- ବାଲେଶ୍ବର ଜିଲ୍ଲାପାଳ

ଜେ ସୋନାଲ- ଜଗତସିଂହପୁର ଜିଲ୍ଲାପାଳ

ପାୱାର ସଚିନ ପ୍ରକାଶ- କଳାହାଣ୍ଡି ଜିଲ୍ଲାପାଳ

ଅକ୍ଷୟ ସୁନୀଲ ଅଗ୍ରୱାଲ- ନୟାଗଡ ଜିଲ୍ଲାପାଳ

ମନୋଜ ସତ୍ୟବାନ ମହାଜନ-ସୁନ୍ଦରଗଡ଼ ଜିଲ୍ଲାପାଳ

କବିନ୍ଦ୍ର କୁମାର ସାହୁ- ଦେବଗଡ଼ ଜିଲ୍ଲାପାଳ

ମଧୁସୂଦନ ଦାସ- ନୂଆପଡା ଜିଲ୍ଲାପାଳ

ସୁବ୍ରତ କୁମାର ପଣ୍ଡା- ବୌଦ୍ଧ ଜିଲ୍ଲାପାଳ

ias ଆଏଏସ ଅଦଳବଦଳ ଜିଲ୍ଲାପାଳ ବଦଳି
Share. Facebook Twitter LinkedIn Email WhatsApp Copy Link

Related Posts

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

୨୪ ଘଣ୍ଟା ମଧ୍ୟରେ ଭାରତ ମାଧ୍ୟମରେ ପାକିସ୍ତାନକୁ ତିନୋଟି ଝଟକା: ଜାଣନ୍ତୁ….

August 20, 2026

“ଆରଏସଏସକୁ ବ୍ୟାନ୍ କର”: USCIRFର ମୁଖ୍ୟଙ୍କ ବଡ଼ ଦାବି

August 20, 2026
Latest News

ସକ୍ରିୟ କରନ୍ତୁ ଜିଓର 98-ଦିନର ପ୍ଲାନ: ପାଇବେ ଅନେକ ଲାଭ

August 20, 2026

ବ୍ୟାଙ୍କ ସମ୍ମୁଖରେ ମହିଳା ପରିଚାଳିକାଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ: ଅଭିଯୁକ୍ତ ଫେରାର୍

August 20, 2026

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.