Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ କାହିଁକି ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ
ବିଶେଷ ଖବର

ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ କାହିଁକି ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ

July 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଅଭିନେତା କମଲ ହାସନ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ ଆଜି ରାଜ୍ୟସଭା ପରିସରରେ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ସୁଲତା ବେଶ ଖୁସି ମିଜାଜରେ ତାଙ୍କୁ ସାକ୍ଷାତ କରିବା ସହିତ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, କମଲ ହାସନଙ୍କୁ ସ୍ବାଗତ। ସେ ପଦ୍ମଶ୍ରୀ, ପଦ୍ମଭୂଷଣ କମଲ ହାସନ ଜଣେ ପ୍ରତିଷ୍ଠିତ କଳାକାର ତଥା ଚଳଚିତ୍ର ବ୍ୟକ୍ତିତ୍ବ । ସେ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ତାଙ୍କର ଚଳଚିତ୍ର ଏକ ଦୁଜେ କେଲିଏ ଏବଂ ସଦମ୍ମା ଦେଖିଛି।

ତେବେ ଏହି ସାକ୍ଷାତକାରର ଅବସର ଭିନ୍ନ ଥିଲା। ତାହା ହେଲା ଆଜି କମଳ ହାସନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ତାମିଲନାଡୁରୁ ରାଜ୍ୟସଭାକୁ ମନୋନିତ ହୋଇ ଆସିଛନ୍ତି। ତାଙ୍କୁ ତାମିଲନାଡୁ ସରକାରୀ ଦଳ ଡିଏମକେ ଏବଂ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆଜି ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କୁ ସାକ୍ଷାତ କରିବା ପାଇଁ ବିଭିନ୍ନ ରାଜ୍ୟସଭା ସଦସ୍ୟଙ୍କ ଆଗ୍ରହ ସୃଷ୍ଟି ହୋଇଥିଲା। କମଲ ହାସନ ତାମିଲ ଭାଷାରେ ଶପଥ ନେଇଥିଲେ।

କମଲ ହାସନ ସାଂସଦ ଶ୍ରୀମତୀ ସୁଲତା ଦେଓ ସୁଲତା ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026
Latest News

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.