Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା ନୂଆ ମନ୍ତ୍ରୀମଣ୍ଡଳ ତାଲିକା, ଜାଣନ୍ତୁ କାହାକୁ ଦିଆଯାଇଛି କେଉଁ ବିଭାଗ
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା ନୂଆ ମନ୍ତ୍ରୀମଣ୍ଡଳ ତାଲିକା, ଜାଣନ୍ତୁ କାହାକୁ ଦିଆଯାଇଛି କେଉଁ ବିଭାଗ

July 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Minister
ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଲା ନୂଆ ମନ୍ତ୍ରୀମଣ୍ଡଳ ତାଲିକା, ଜାଣନ୍ତୁ କାହାକୁ ଦିଆଯାଇଛି କେଉଁ ବିଭାଗ
ଭୁବନେଶ୍ବର: ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ କିଛି ହୋଇ ନାହିଁ। କେବେ ହେବ ତାହା ମଧ୍ୟ ଜଣା ନାହିଁ। ହେଲେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି ନୂଆ ମନ୍ତ୍ରୀମଣ୍ଡଳ ତାଲିକା। ଯାହାକୁ ନେଇ ଲୋକେ ବେଶ ମଜା ଉଠାଇବାରେ ଲାଗିଛନ୍ତି। ତେବେ ଆଶ୍ଚର୍ଯର କଥା ଯେ, ଏହି ତାଲିକା ଖୋଦ ଦଳର ଉପସଭାପତି ଗୋଲକ ମହାପାତ୍ରଙ୍କ ଫ୍ୟାନ କ୍ଲବରେ ମଧ୍ୟ ପୋଷ୍ଟିଂ ହୋଇଛି।
ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳକୁ ନେଇ ସାମାଜିକ ଗଣମାଧ୍ୟମରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ତାହା ହେଲା….
ମନ୍ତ୍ରୀ ତାଲିକା ବିସ୍ତାର
୧.ଜୟନାରାୟଣ ମିଶ୍ର – ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମୀଣ ବିକାଶ
୨.ସିଦ୍ଧାନ୍ତ ମହାପାତ୍ର – ବାଣିଜ୍ୟ ଏବଂ ପରିବହନ, ଅବକାରୀ ମନ୍ତ୍ରଣାଳୟ
୩.ବାବୁ ସିଂହ – ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ମନ୍ତ୍ରଣାଳୟ
୪.ଲକ୍ଷ୍ମଣ ବାଗ – କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ
୫.ଦୁର୍ଗା ପ୍ରସନ୍ନ ନାୟକ – ଉଚ୍ଚଶିକ୍ଷା
୬.ଟଙ୍କଧର ତ୍ରିପାଠୀ – ସ୍କୁଲ ଏବଂ ଗଣଶିକ୍ଷା
୭.ସୂର୍ଯ୍ୟବଂଶୀ ସୂରଜ – କ୍ରୀଡା-ଯୁବସେବା ଓ ଶକ୍ତି ମନ୍ତ୍ରଣାଳୟ
୮.ସନାତନ ବିଜୁଳୀ – ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସଂସଦୀୟ ବ୍ୟାପାର
୯. କନକବର୍ଦ୍ଧନ ସିଂହଦେଓ – ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ଆଇନ ମନ୍ତ୍ରଣାଳୟ
୧୦. ସୁରେଶ ପୂଜାରୀ – ଅର୍ଥ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା
୧୧. ସମ୍ପଦ ସ୍ୱାଇଁ – ଦକ୍ଷତା ବିକାଶ ଏବଂ ବୈଷୟିକ-ଶିକ୍ଷା ଓ ଶିଳ୍ପ
୧୨. ଇରାସିସ୍ ଆଚାର୍ଯ୍ୟ – ମତ୍ସ୍ୟପାଳନ ଓ ପ୍ରାଣୀସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
୧୩. ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର – ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର
୧୪. ପୃଥ୍ବୀରାଜ ହରିଚନ୍ଦନ – ଗୃହନିର୍ମାଣ ଏବଂ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ
୧୫. ସଞ୍ଜଳୀ ମୁର୍ମୁ – ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ, ଜନଜାତି ଓ ଅନୁସୂଚିତଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ
୧୬. ଗଣେଶ ରାମସିଂହ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା
୧୭. ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ
୧୮. ପ୍ରଭାତୀ ପରିଡା – ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ
୧୯. ଅମର ନାୟକ – ପର୍ଯ୍ୟଟନ ଏବଂ ଇସ୍ପାତ ଏବଂ ଖଣି
୨୦. ଆଶ୍ରିତ ପଟ୍ଟନାୟ – ସୂଚନା ଏବଂ ଲୋକସମ୍ପର୍କ, ଯୋଜନା ଏବଂ ଅଭିସରଣ ଏବଂ ଜଳସମ୍ପଦ
ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ରାଜ୍ୟପାଳ

October 1, 2026

ଇରମ ପଞ୍ଚାୟତ ପିଇଓ ଚିନ୍ମୟୀ ପଣ୍ଡା ନିଲମ୍ବିତ

October 1, 2026
Latest News

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ପାର୍ବଣ ପୂର୍ବରୁ ଡାଲି ଦର ଉପରେ ଲାଗିବ ଲଗାମ! ଶୁଳ୍କ ହ୍ରାସ କରିପାରନ୍ତି ସରକାର

October 2, 2026

TMCରେ ସଙ୍କଟ ମଧ୍ୟରେ ଅଧୀରଙ୍କ ବଡ଼ ବୟାନ, ମମତାଙ୍କୁ କଂଗ୍ରେସକୁ ଫେରିବାକୁ ଆହ୍ୱାନ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.