Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅଭୟାରଣ୍ୟ ଉପରେ ଉଡିବା ନେଇ ଅଭିଯୋଗ କଲା ବିଜେଡି
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅଭୟାରଣ୍ୟ ଉପରେ ଉଡିବା ନେଇ ଅଭିଯୋଗ କଲା ବିଜେଡି

November 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର
ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅଭୟାରଣ୍ୟ ଉପରେ ଉଡିବା ନେଇ ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେଡି। ଦଳର ଏକ ନେତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେମାନେ ଅଭିଯୋଗ କରିଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ, ନୂଆପଡା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁନାବେଢା ଅଭୟାରଣ୍ୟ ଉପରେ ଉଡୁଥିଲା। ଏହା ବନ୍ୟପ୍ରାଣୀ ନିୟମର ଉଲ୍ଲଘଂନ କରୁଛି ବୋଲି ବିଜେଡି ଉଲ୍ଲେଖ କରିଛି।

ସେତିକି ନୁହେଁ ସିଇଓଙ୍କ ନିକଟରେ ନୂଆପଡ଼ା ଉପନିର୍ବାଚନ ନେଇ ଅଭିଯୋଗର ଲମ୍ବା ତାଲିକା ଦେଇଛି ବିଜୁ ଜନତା ଦଳ। ତାହା ହେଲା ନିର୍ବାଚନ ବେଳେ ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି ମନ୍ତ୍ରୀ ଓ ବିଜେପି ନେତା। ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ବନ୍ଧା ପାଇଁ ରାଜପଥ ଅବରୋଧ କରିଛି ବିଜେପି। ମତଦାନ କେନ୍ଦ୍ର ଆଗରେ ଦଳୀୟ କାର୍ଯ୍ୟାଳୟ ଖୋଲାଯାଇଛି। ସେହିପରି ସରକାରୀ ସମ୍ପତ୍ତିର ଦୁରୁପଯୋଗ କରିଛନ୍ତି ଜୟ ଢୋଲକିଆ ବୋଲି ଦଳ ଅଭିଯୋଗ କରିଛି।

BJD Nuapada Byelection ନୂଆପଡା ଉପନିର୍ବାଚନ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026

ଯୁଦ୍ଧବିରତି ଘୋଷଣା ସମୟରେ ଭାରତକୁ ଖୁସି ଖବର ଦେଲେ ଆମେରିକାର ରାଷ୍ଟ୍ରଦୂତ

April 8, 2026

ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ: ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ଦୂତାବାସ

April 8, 2026
Latest News

ମାତ୍ର ୨୫ଟି ଶବ୍ଦ ଲେଖିପାରିଲେନି ୩ କ୍ଲର୍କ: ପିଅନ ପଦବୀରେ ନିଯୁକ୍ତ କଲେ ଜିଲ୍ଲାପାଳ

April 8, 2026

ସିମଲାରେ ଆରମ୍ଭ ହେଲା ଦକ୍ଷିଣ ଏସୀୟ ଟେବୁଲ ଟେନିସ୍ ଯୁବ ଚାମ୍ପିଅନସିପ୍ 

April 8, 2026

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.