Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ
ବିଶେଷ ଖବର

କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

June 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରେ ମିଶିଲେ
କଂଗ୍ରେସରେ ମିଶିଲେ ପିପିଲିରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

ଭୁବନେଶ୍ବର: ପିପିଲି କଂଗ୍ରେସ ପୁଣି କଡ ଲେଉଟାଇଲା। କାରଣ ଏହି ଅଞ୍ଚଳର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟ ପୁଣି କଂଗ୍ରେସକୁ ଫେରିଛନ୍ତି। ପିପିଲିରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବରେ ପ୍ରିୟବ୍ରତ କଂଗ୍ରେସରେ ସାମଲି ହୋଇଛନ୍ତି। ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ।

ସ୍ବର୍ଗତ ଯୁଧିଷ୍ଠିର ଦାସ 1995 ମସିହାରୁ 2000 ମସିହା ପର୍ଯ୍ୟନ୍ତ ପିପିଲିର କଂଗ୍ରେସ ବିଧାୟକ ଥିଲେ। ସେଠାରେ ସେ ଏକ ଦୃଢ ସଂଗଠନ ତିଆରି କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଲଗାତର ଛିଡା ହୋଇଥିଲେ ମଧ୍ୟ ଆଉ ଜିତି ପାରି ନ ଥିଲେ। ବିଜେଡିରୁ ପ୍ରଦୀପ ମହାରଥୀ ଜିତିବାରେ ଲାଗିଥିଲେ। ଏହାପରେ ସେ ଦଳିୟ ରାଜନୀତିରୁ ଏକ ପ୍ରକାରର ସନ୍ୟାସ ନେଇଯାଇଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର କଂଗ୍ରେସର ସାମିଲ ହେବା ପରେ ପିପିଲ କଂଗ୍ରେସ କଡ ଲେଉଟାଇଲା ବୋଲି କୁହାଯାଉଛି।

କଂଗ୍ରେସରେ ମିଶିଲେ ପିପିଲି କଂଗ୍ରେସ ପିପିଲି ରାଜନୀତି ପ୍ରିୟବ୍ରତ ସାମନ୍ତରାୟ ଯୁଧିଷ୍ଠିର ସାମନ୍ତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀ !

November 7, 2026

‘ବିହାର NDA ରେ ସବୁ ଠିକ୍ ନାହିଁ’: RJD ଦାବିରେ ହଲଚଲ୍, ବିଜେପି କ’ଣ କହିଲା?

November 7, 2026

ବନ୍ୟାଞ୍ଚଳ ଗସ୍ତ କଲେ ବିରୋଧଦଳ ନେତା ନବୀନ ପଟ୍ଟନାୟକ

November 7, 2026

Jio New Recharge Plan: ଜିଓ ଆଣିଲା ନୂଆ ପ୍ଲାନ୍, ଥରେ ରିଚାର୍ଜ କଲେ ଚାଲିବ ତିନି ବର୍ଷ

November 7, 2026
Latest News

ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀ !

November 7, 2026

‘ବିହାର NDA ରେ ସବୁ ଠିକ୍ ନାହିଁ’: RJD ଦାବିରେ ହଲଚଲ୍, ବିଜେପି କ’ଣ କହିଲା?

November 7, 2026

ବର୍ଷାରୁ ବଞ୍ଚାଇଲା ଟିମ୍ ଇଣ୍ଡିଆର ଇଜ୍ଜତ: DLS ରେ ଜିତିଲା ଭାରତ

November 7, 2026

ବନ୍ୟାଞ୍ଚଳ ଗସ୍ତ କଲେ ବିରୋଧଦଳ ନେତା ନବୀନ ପଟ୍ଟନାୟକ

November 7, 2026

Jio New Recharge Plan: ଜିଓ ଆଣିଲା ନୂଆ ପ୍ଲାନ୍, ଥରେ ରିଚାର୍ଜ କଲେ ଚାଲିବ ତିନି ବର୍ଷ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.