Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରେ ଯୋଗ ଦେବେ ସୁଜାତା କାର୍ତ୍ତିକେୟନ ରାଉତ !! ଜାଣନ୍ତୁ ସେ ଦଳରେ କଣ ହେବେ
ବିଶେଷ ଖବର

ବିଜେଡିରେ ଯୋଗ ଦେବେ ସୁଜାତା କାର୍ତ୍ତିକେୟନ ରାଉତ !! ଜାଣନ୍ତୁ ସେ ଦଳରେ କଣ ହେବେ

June 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରେ ଯୋଗ ଦେବେ ସୁଜାତା
ବିଜେଡିରେ ସାମିଲ ହେବେ ସୁଜାତା କାର୍ତ୍ତିକେୟନ ରାଉତ !! ଜାଣନ୍ତୁ ସେ ଦଳରେ କଣ ହେବେ

ଭୁବନେଶ୍ବର: ରାଜନୀତିରେ ଯୋଗଦେବେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ଏ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସୁଜାତା ହେଉଛନ୍ତି ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ। ସେ ମଧ୍ୟ ପାଣ୍ଡିଆନଙ୍କ ପରି ଆଇଏଏସ ଚାକିରୀ ଛାଡି ଦେଇଛନ୍ତି। ସେ ଚାକିରୀ ଛାଡିବା ପରେ ସେତେବେଳେ ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ଭି କେ ପାଣ୍ଡିଆନଙ୍କ ପରି ସେ ମଧ୍ୟ ବିଜେଡିରେ ଯୋଗଦେବେ। ହେଲେ ସେତେବେଳେ ତାହା ହୋଇ ନ ଥିଲା। କିନ୍ତୁ ବର୍ତ୍ତମାନ ଏହି ଚର୍ଚ୍ଚା ଜୋରଜାର ଧରିଛି।

ସୋମବାର ଦିନ ବିଜେଡି ନେତା ମନ୍ନଥ ରାଉତରାୟ ଖୋଲମ ଖୋଲା ସୁଜାତା ବିଜେଡିରେ ଯୋଗଦେବା କଥା ପରୋକ୍ଷରେ ସୂଚାଇଛନ୍ତି। ସେ କହିଛନ୍ତି ଯେ ସୁଜାତା ଆମ ଦଳରେ ଯୋଗ ଦିଅନ୍ତୁ ଏହା ଆମେ ଚାହୁଛୁ। ସେ ଯୋଗ ଦେଲେ ଦଳ ସୁଦୃଢ ହେବ। ଏଥିରେ କେତେକ ଅସନ୍ତୁଷ୍ଠ ହୋଇପାରିନ୍ତି। ହେଲେ ପରବର୍ତ୍ତି ସମୟରେ ସେମାନେ ତାଙ୍କୁ ସମର୍ଥନ କରିବେ। ସେତେକି ନୁହେଁ ମନ୍ମଥ ଏହା ମଧ୍ୟ କହିଛନ୍ତି ଯେ, ସୁଜାତା ବିଜେଡିରେ ଯୋଗ ଦେବା ପରେ ଜଣେ କର୍ମି ଭାବେ କାର୍ଯ୍ୟ କରିବେ। ସେ ଦଳର କୌଣସି ପଦପଦବୀରେ ରହିବେ ନାହିଁ। ଏପରିକି ନବୀନଙ୍କ ଉତ୍ତରାଧିକାରୀ ମଧ୍ୟ ହେବେ ନାହିଁ। ସେ କେବଳ ଦଳ ପାଇଁ କାମ କରିବେ। ସେ ଯେତେ ଜଲଦି ଆସିବେ ଆମେ ତାଙ୍କୁ ରେଡ କାର୍ପଟରେ ସ୍ବାଗତ କରିବୁ ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ, ସୁଜାତା ଚାକିରୀ ଛାଡିବା ପରେ କୁଆଡେ ବିଜେଡିରେ ଯୋଗ ଦେବା ନେଇ ନବୀନ ପଟ୍ଟନାୟକ ରାଜି ଥିଲେ। ହେଲେ ସେତେବେଳେ ସୁଜାତା ରାଜି ହୋଇ ନ ଥିଲେ। ଅନ୍ୟପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ମଧ୍ୟ କହିଛନ୍ତି ଯେ, ନବୀନଙ୍କ ଇଚ୍ଛା ଉପରେ ସେ ଆସିବା ନିର୍ଭର କରୁଛି। ଯଦି ନବୀନ ଚାହିଁବେ ତେବେ ସେଥିରେ ଆମେ କିଛି କହିବାର ନାହିଁ ବୋଲି ସେ କହିଛନ୍ତି। ତେବେ ଏ ନେଇ ନା ସୁଜାତା କାର୍ତ୍ତିକେୟନ ରାଉତଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏପରି କି ନବୀନ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।

 

ବିଜେଡି ବିଜେଡିରେ ଯୋଗ ଦେବେ ସୁଜାତା ସୁଜାତା କାର୍ତ୍ତିକେୟନ ରାଉତ
Share. Facebook Twitter LinkedIn Email WhatsApp Copy Link

Related Posts

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026
Latest News

ଟିମ୍ ଇଣ୍ଡିଆକୁ ଫେରିବା ପରେ ଭାବପ୍ରବଣ ହେଲେ ସରଫରାଜ ଖାନଙ୍କ ପିତା: କହିଲେ…

August 11, 2026

ମହାରାଷ୍ଟ୍ରରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ: ବ୍ରିଟିଶ ନାଗରିକଙ୍କ ବିରୋଧରେ ଏଫଆଇଆର

August 11, 2026

୨ ହଜାର କୋଟିର ଠକେଇ ମାମଲା : ୬ ଦାମୀ କାର୍‌ ଜବତ

August 11, 2026

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.