Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ
ବିଶେଷ ଖବର

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରା
ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

ପୁରୀ: ସରକାରୀ ଉଦ୍ୟୋଗ – ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆରଇଡିଏ) ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତମାନଙ୍କ ପାଇଁ ଏକ ସେବା କେନ୍ଦ୍ର ସ୍ଥାପନ କରିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ ଦାଣ୍ଡରେ ଏହି କେନ୍ଦ୍ରକୁ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ମହାନ୍ତି ଉଦଘାଟନ କରିଥିଲେ। ସେବା କେନ୍ଦ୍ର ଜୁଲାଇ ୧୬ ରୁ ଜୁଲାଇ ୨୪ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ବାର୍ଷିକ ରଥ ମହୋତ୍ସବରେ ଆସୁଥିବା ହଜାର ହଜାର ତୀର୍ଥଯାତ୍ରୀଙ୍କୁ ଏଠାରେ ମାଗଣା ପାନୀୟ ଜଳ ଏବଂ ଖାଦ୍ୟ ମିଳିବ।

କଲ୍ୟାଣମୂଳକ ପଦକ୍ଷେପ ସହିତ ଆଇଆରଇଡିଏ ମହୋତ୍ସବକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଅକ୍ଷୟ ଶକ୍ତି ଏବଂ ସ୍ଥାୟୀ ବିକାଶ ବିଷୟରେ ସଚେତନତା ମଧ୍ୟ ପ୍ରସାର କରୁଛି।

ଏହି ଅବସରରେ ଡକ୍ଟର ବିଜୟ କୁମାର ମହାନ୍ତି କହିଛନ୍ତି ଯେ ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବା ପାଇଁ ଆଇଆରଇଡିଏ ଲାଗି ଗର୍ବର ବିଷୟ। ଏହି ପଦକ୍ଷେପ କମ୍ପାନୀର ସମାଜସେବା ଏବଂ ପରିବେଶଗତ ଉତ୍ତରଦାୟିତ୍ୱ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ଉଦଘାଟନ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇନ ଏବଂ ମାନବ ସମ୍ବଳ) ଦୀପକ କୁମାର ବାରିକ ଉପସ୍ଥିତ ଥିଲେ । ସେବା ଷ୍ଟଲ ମାଧ୍ୟମରେ ଆଇଆରଇଡିଏ ଜନସେବାକୁ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ବିଷୟରେ ସଚେତନତା ସହିତ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛି।

ଆଇଆରଇଡିଏ ପୁରୀ ପୁରୀ ରଥଯାତ୍ରା ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ସରକାରୀ ଉଦ୍ୟୋଗ ସେବା କେନ୍ଦ୍ର ସ୍ଥାପନ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା CBSE: ଜାଣନ୍ତୁ ସବୁକିଛି

July 18, 2026

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026
Latest News

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026

ହଠାତ୍ ତୃତୀୟ ଦିନିକିଆ ପାଇଁ ବଦଳିଲା ଟିମ୍ ଇଣ୍ଡିଆ: ସାମିଲ ହେଲେ ଏହି ଖେଳାଳି

July 18, 2026

ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା CBSE: ଜାଣନ୍ତୁ ସବୁକିଛି

July 18, 2026

ଅହମ୍ମଦାବାଦର ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ: ୮ ମୃତ

July 18, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.