Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇଏଏସ ସ୍ତରରେ ଅଦଳବଦଳ, ଶୁଭମ ସାକ୍ସେନା ହେଲେ ବିଡିଏ ଉପାଧ୍ୟକ୍ଷ
ବିଶେଷ ଖବର

ଆଇଏଏସ ସ୍ତରରେ ଅଦଳବଦଳ, ଶୁଭମ ସାକ୍ସେନା ହେଲେ ବିଡିଏ ଉପାଧ୍ୟକ୍ଷ

October 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଏଏସ ସ୍ତରରେ ଅଦଳବଦଳ
ଆଇଏଏସ ସ୍ତରରେ ଅଦଳବଦଳ, ଶୁଭମ ସାକ୍ସେନା ହେଲେ ବିଡିଏ ଉପାଧ୍ୟକ୍ଷ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଆଇଏଏସ ଶୁଭମ ସାକ୍ସେନାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ସେହିପରି ଅନ୍ୟମାନଙ୍କର ଯେଉଁ ବଦଳି ହୋଇଛି ତାହା ହେଲା

1-ଡ ପୁମା ଟୁଡୁ- କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶିକା ଏଥିସହିତ ତାଙ୍କୁ କାଜୁ ନିଗମର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

2-ସଂଗ୍ରାମ କେଶରୀ ମହାପାତ୍ର- ଆରଡିସି ଉତ୍ତର ଡିଭିଜନ ସମ୍ବଲପୁର ସହିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ରହିବେ

3-ଶୁଭମ ସାକ୍ସେନା- ବିଡିଏ ଉପାଧ୍ୟକ୍ଷ

4-ଡ ଗଭାଲୀ ପରାଗ ହର୍ସଦ- ଏମଡି ଏନଏଚଏମ

5- ବିଜୟ ଅମୃତ କୁଳାଙ୍ଗେ- ଆରଡି ବ୍ରହ୍ମପୁର

6- ଚକ୍ରବର୍ତ୍ତି ସିଂ ରାଠୋର- ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ

7- ପ୍ରଣତୀ ଛୋଟରାୟ- ଏମଡି ଓମଫେଡ

8- ଶୁଭ୍ର କୁମାର ପଣ୍ଡା- ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରି ନିଗମର ଏମଡି ଭାବେ ଅତିରିକ୍ତ ଦାୟିତ୍ବ

IAS Transfer ଆଇଏଏସ ସ୍ତରରେ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଲ୍ୟାଣ୍ଡଫଲ୍‌ ପରେ ବେଶୀ ପ୍ରଭାବିତ ହେବ ମାଲକାନଗିରି

October 27, 2026

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

October 27, 2026

ବାତ୍ୟା ମୁକାବିଲା: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଶାସନିକ ପ୍ରସ୍ତୁତିର କଲେ ସମୀକ୍ଷା

October 27, 2026

ରାଜକୁମାର ଆଲୋଇସଙ୍କ ଭାରତ ଗସ୍ତ : ଭାରତ-ଲିଚଟେନଷ୍ଟାଇନ୍ ସମ୍ପର୍କରେ ନୂଆ ଅଧ୍ୟାୟ

October 27, 2026
Latest News

ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଲ୍ୟାଣ୍ଡଫଲ୍‌ ପରେ ବେଶୀ ପ୍ରଭାବିତ ହେବ ମାଲକାନଗିରି

October 27, 2026

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

October 27, 2026

ବାତ୍ୟା ମୁକାବିଲା: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଶାସନିକ ପ୍ରସ୍ତୁତିର କଲେ ସମୀକ୍ଷା

October 27, 2026

RBI ଜାରି କଲା କି ମନ୍ଦିର ଥିବା ୧୦୦୦ ଟଙ୍କିଆ ନୂଆ ନୋଟ୍?: ଜାଣନ୍ତୁ କ’ଣ କହିଲା PIB

October 27, 2026

ଆଇଏଏସ ସ୍ତରରେ ଅଦଳବଦଳ, ଶୁଭମ ସାକ୍ସେନା ହେଲେ ବିଡିଏ ଉପାଧ୍ୟକ୍ଷ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.