Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅଲିଭ୍‌ ଅଏଲ୍‌, ଆଉ ପାଅନ୍ତୁ ୭ଟି ଫାଇଦା
ବିଶେଷ ଖବର

ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅଲିଭ୍‌ ଅଏଲ୍‌, ଆଉ ପାଅନ୍ତୁ ୭ଟି ଫାଇଦା

September 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସାଧାରଣତଃ କର୍ମଜୀବୀ ମହିଳାମାନେ ଘର, ଅଫିସ୍‌ ଆଦିରେ ଦୌଡ଼ି ଦୌଡ଼ି ନିଜ ଶରୀରକୁ ଅଣଦେଖା କରିଥା’ନ୍ତି। ବଦଳୁଥିବା ଲାଇଫ୍‌ଷ୍ଟାଇଲ୍‌ ସହିତ ଖାଦ୍ୟପେୟର ଅନିୟମତତାକୁ ନେଇ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଭୋଗ କରନ୍ତି। କିନ୍ତୁ ଯଦି ଆପଣମାନେ ନିଜ ଖାଦ୍ୟରେ ଅଲିଭ୍‌ ଅଏଲ୍‌କୁ ସାମିଲ୍‌ କରିବେ, ତାହେଲେ ନିଜକୁ କେତେ ପ୍ରକାରର ସମସ୍ୟାରୁ ମୁକ୍ତ ରଖି ପାରିବେ, ତେବେ ଆସନ୍ତୁ ଜାଣିବା ଡାଏଟ୍‌ରେ ଅଲିଭ୍‌ ଅଏଲ୍‌ର ସାମିଲ୍‌ ହେବା ଦ୍ବାରା କ’ଣ କ’ଣ ସବୁ ଉପକାର ହୋଇପାରୁଛି।

ହୃଦୟ ପାଇଁ ଔଷଧ :

ଅଲିଭ୍‌ ଅଏଲ୍‌ରେ ଓମେଗା ୬ ଓ ଓମୋଗା ୩ ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ମିଳିଥାଏ। ହୃଦୟରୋଗ ପାଇଁ ଏହା ବେଷ୍ଟ ଟନିକ୍‌ ରୂପେ ଜଣାଯାଏ। ତେଣୁ ଦୈନନ୍ଦିନରେ ଅଲିଭ୍‌ ଅଏଲ୍‌ ବ୍ୟବହାର ଦ୍ବାରା ହାର୍ଟ ଔଷଧ ରୂପେ କାର୍ଯ୍ୟ କରିବ।

କ୍ୟାନସରରୁ ରକ୍ଷା :

ଅଲିଭ୍‌ ଅଏଲ୍‌ରେ ଓଲିକ୍‌ ଏସିଡ୍‌ ନାମକ ଫେଟି ଏସିଡ୍‌ ମିଳିଥାଏ, ଯାହା କ୍ୟାନସରରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ତ୍ବଚା ଭାଙ୍ଗରୁ ରକ୍ଷା :

ଅଲିଭ୍‌ ଅଏଲ୍‌ରେ ଥିବା ଆଣ୍ଟି ଆକ୍ସିଡେଣ୍ଟର ଗୁଣ ଥିବା ଯୋଗୁଁ ମହିଳାଙ୍କ ତ୍ବଚା ଭାଙ୍ଗ ତଥା ଅସମୟରେ ଆସୁଥିବା ବୃଦ୍ଧାବସ୍ଥାରୁ ରକ୍ଷା କରିଥାଏ। ଏହାର ଦୈନନ୍ଦିନ ବ୍ୟବହାର ଦ୍ବାରା ତ୍ବଚା କମନୀୟ ହେବା ସହିତ ତ୍ବଚାରେ ଭାଙ୍ଗ ନ ପଡ଼ିବାକୁ ସାହାଯ୍ୟ କରିଥାଏ।

ବ୍ରେନ୍‌ ଷ୍ଟ୍ରୋକ୍‌ ପରି ବିପଦ କମ୍‌ ହେବା :

ଅଲିଭ୍‌ ତେଲ ରହିଥିବା ମୋନୋସେଚୁର୍‌ଟେଡ୍‌ ଫେଟ୍‌ ଯୋଗୁଁ ଏହା ବ୍ରେନ୍‌ ଷ୍ଟ୍ରୋକ୍‌ ବିପଦକୁ କମ୍ କରିବାରେ ବହୁତ ସାହାଯ୍ୟ କରିଥାଏ।

ଓଜନ ହ୍ରାସ  କରିବା :

ଅଲିଭ୍‌ ଅଏଲ୍‌ରେ ମୋଟାପା ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ। ଏହାର ବ୍ୟବହାର ଦ୍ବାରା ଆପଣ ମୋଟାପାରୁ ମୁକ୍ତି ପାଇପାରିବେ।

ରକ୍ତରେ ଶର୍କରା ପରିମାଣ କମ :

ଅଲିଭ୍‌ ତେଲ ଟାଇପ୍‌ ୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ଅଟେ। ଏହି ତେଲର ଉପଯୋଗ ଦ୍ବାରା ରକ୍ତରେ ଶର୍କରା ପରିମାଣ ବହୁତ କମ୍‌ ରହିଥାଏ।

ମେନୋପୋଜ୍‌ରେ ଲାଭ :

ଅଲଭି୍‌ ଅଏଲ୍‌ ମହିଳାଙ୍କୁ ମେନେପୋଜ ପରେ ହେଉଥିବା ଅଷ୍ଟିଓପାରାସିସ୍‌ରୁ ମୁକ୍ତ ରଖିବା ସହିତ ବୋନ୍‌ର ଲେୟାରକୁ ମଧ୍ୟ ମଜବୁତ୍‌ କରିଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025
Latest News

ବାଲୁଗାଁ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

December 20, 2025

୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ: ଗିଲ୍ ଆଉଟ, ଇଶାନ୍ କିଶାନ୍ ଇନ୍

December 20, 2025

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.