Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲେଡି ଗାଗାଙ୍କ ଭାଇରାଲ୍‌ ଟୁଇଟ୍‌, ଯାହାକୁ ଦେଖି ଦ୍ବନ୍ଦ୍ବରେ ପଡିଛନ୍ତି ୟୁଜର୍ସ
ବିଶେଷ ଖବର

ଲେଡି ଗାଗାଙ୍କ ଭାଇରାଲ୍‌ ଟୁଇଟ୍‌, ଯାହାକୁ ଦେଖି ଦ୍ବନ୍ଦ୍ବରେ ପଡିଛନ୍ତି ୟୁଜର୍ସ

October 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଲେଡି ଗାଗାଙ୍କ ଏକ ଟୁଇଟ୍‌ ୟୁଜର୍ସଙ୍କୁ କନ୍‌ଫ୍ୟୁଜ କରିଛି। ହଲିଉଡ୍‌ ସେଲିବ୍ରିଟି ଲେଡି ଗାଗା ନିଜ ଟୁଇଟ୍‌ର ଆକାଉଣ୍ଟରେ ଏକ  ସଂସ୍କୃତ ଶ୍ଲୋକ୍‌  ଟୁଇଟ୍‌ କରିଛନ୍ତି। ହଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗାଙ୍କ ଏକ ଟୁଇଟ୍‌ ଏବେ ଇଣ୍ଟରନେଟ୍‌ରେ ହଲ୍‌ଚଲ ମଚାଇଛି। ଲେଡିଗାଗା ନିଜ ଟୁଇଟର୍‌ରେ ଏକ ସଂସ୍କୃତ ମନ୍ତ୍ର ଲେଖି ପୋଷ୍ଟ କରିଛନ୍ତି। ଯାହାକୁ ପଢି ଭାରତୀୟ ୟୁଜର୍ସ ତ ବହୁତ ଖୁସି ହୋଇଛନ୍ତି କିନ୍ତୁ ବାକି ଦୁନିଆ ଏହାକୁ ଦେଖି କନଫ୍ୟୁଜ୍‌ ହୋଇଛନ୍ତି। ଲେଡି ଗାଗା ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ। ଏହି ଟୁଇଟ୍‌କୁ ପଢି ଲୋକେ ଏହାର ଅର୍ଥ ତଥା ଏହାର ବାର୍ତ୍ତା ସମ୍ପର୍କରେ ଜାଣିବା ପାଇଁ ଲାଗିପଡିଛନ୍ତି। ତେବେ ‘ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ’ ହେଉଛି ସଂସ୍କୃତର ଲୋକପ୍ରିୟ ମନ୍ତ୍ରର କିଛି ଶବ୍ଦ । ଯାହା ଦୁନିଆରେ ପ୍ରେମ ଓ ଖୁସିର ଭାବନାକୁ ବ୍ୟାପକ କରେ। ଏହାର ଅର୍ଥ ଦୁନିଆରେ ସମସ୍ତ ଜାଗା, ସମସ୍ତ ଲୋକ ଖୁସି ଓ ସ୍ବତନ୍ତ୍ର ରୁହନ୍ତି ଓ ମୋ ଜୀବନର ବିଚାର, ଶବ୍ଦ ଓ କାର୍ଯ୍ୟ ଏପରି ହେଉ, ଯେପରିକି ସେହି ଖୁସି ଓ ସ୍ବତନ୍ତ୍ରତା ପ୍ରତି କିଛି ଯୋଗଦାନ କରୁ।

ତେବେ ଲେଡି ଗାଗା ଲେଖିଥିବା ସେହି ସଂସ୍କୃତ ମନ୍ତ୍ରର ପୂରା ମନ୍ତ୍ରଟି ହେଉଛି –

ସ୍ବସ୍ତିପ୍ରଜାଭ୍ୟଃ ପରିପାଳୟନ୍ତାଃ ନ୍ୟାୟେନ ମାର୍ଗେଣ ମହିଁ ମହିଶଃ

ଗୋବ୍ରାହ୍ମଣେଭ୍ୟଃ ଶୁଭମସ୍ତୁ ନିତ୍ୟଂ ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ

ଓମ୍‌ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଲେଡି ଗାଗାଙ୍କ ଏହି ଟୁଇଟ୍‌ରେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଏହି ଟୁଇଟ୍‌କୁ ଲାଇକ କରିଥିବାବେଳେ ୧୧ ହଜାରରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌କୁ ଦେଖି ଅଧିକ ଲୋକ କନ୍‌ଫ୍ୟୁଜ୍‌ ହୋଇଥିବାବେଳେ ଅଧିକ ଲୋକ ସ୍ବାଗତ କରି ଖୁସି ବ୍ୟକ୍ତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025

ରେକର୍ଡ ୩୮୦ ଗଣପତି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ଭାରତୀୟ ରେଳବାଇ

August 22, 2025

ସେପ୍ଟେମ୍ବର ୧୮ ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ 

August 22, 2025

ସଦନରେ ଯୋଜନାବଦ୍ଧ ବିଭ୍ରାଟ ସୃଷ୍ଟିକୁ ନେଇ କ୍ଷୋଭ ପ୍ରକାଶ କଲେ ଲୋକସଭା ବାଚସ୍ପତି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.