Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ବାସ୍ଥ୍ୟ ସେବା ପାଇଁ ପୁରସ୍କାର ଘୋଷଣା : ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ
ବିଶେଷ ଖବର

ସ୍ବାସ୍ଥ୍ୟ ସେବା ପାଇଁ ପୁରସ୍କାର ଘୋଷଣା : ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ

October 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସରକାର ଡାକ୍ତରଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦ ଜଣ ଶ୍ରେଷ୍ଠ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପୁରସ୍କାର ମିଳିବ। ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ନିମନ୍ତେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସର୍ବନିମ୍ନ ୨୫ ବର୍ଷ କାମ କରିଥିବା କର୍ମଚାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋ ସରକାର ଟିମ୍‌ର ରିପୋର୍ଟ ଆଧାରରେ ତିନି ଜିଲ୍ଲାର ଚିକିତ୍ସାଳୟର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି..

ସୁନ୍ଦରଗଡ :

ସୁନ୍ଦରଗଡ ଜିଲ୍ଳା ଖଣିଜ ପାଣ୍ଠି ଅର୍ଥରେ ଜିଲ୍ଲା ହସ୍ପିଟାଲରେ ରହିଥିବା ଭିତ୍ତିଭୂମିର ତାରତମ୍ୟ ସମାନ କରିବା ସହିତ ରୋଗୀଙ୍କ ସହଯୋଗୀଙ୍କ ପାଇଁ    ଆଶ୍ରୟସ୍ଥଳୀ ଏବଂ କର୍ମଚାରୀଙ୍କ ପାଇଁ ଷ୍ଟାଫ୍‌ କ୍ବାର୍ଟର ନିର୍ମାଣ କରାଯିବ।

ରକ୍ତଦାନ କ୍ୟାମ୍ପର ପ୍ରଚାର ପ୍ରସାର ପାଇଁ ସୁନ୍ଦରଗଡ ଏସ୍‌ପିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

ହସ୍ପିଟାଲ ନିମନ୍ତେ ଦୁଇଟି ଲେଖାଏଁ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଯାଇଛି।

ରାଉରକେଲା ଜିଲ୍ଲା ହସ୍ପିଟାଲ୍ :

ରାଉରକେଲା ଜିଲ୍ଲା ହସ୍ପିଟାଲର ଶଯ୍ୟା ସଂଖ୍ୟା ୪୦୦କୁ ବୃଦ୍ଧି

ରୋଗୀ କଲ୍ୟାଣ ସମିତିକୁ  ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାକି ରୋଗୀଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବ

ରକ୍ତଦାନ କ୍ୟାମ୍ପର ପ୍ରଚାର ପ୍ରସାର ପାଇଁ ରାଉରକେଲା ଏସ୍‌ପିଙ୍କୁ  ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

କେନ୍ଦୁଝର ଜିଲ୍ଲା ହସ୍ପିଟାଲ :

ଜିଲ୍ଳା ଖଣିଜ ପାଣ୍ଠି ଅର୍ଥରେ ଡାକ୍ତର ଖାନାର ଭିତ୍ତିଭୂମି ସୁଦୃଢ କରାଯିବ

ମୟୁରଭଞ୍ଜ ଜିଲ୍ଲା ହସ୍ପିଟାଲ :

ଜିଲ୍ଳା ଖଣିଜ ପାଣ୍ଠି ଅର୍ଥରେ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ କରାଯିବ

ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାକି ରୋଗୀଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବ

ରକ୍ତଦାନ କ୍ୟାମ୍ପର ପ୍ରଚାର ପ୍ରସାର ପାଇଁ ମୟୁରଭଞ୍ଜ ଏସ୍‌ପିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ପରୀ ଫିଲ୍ମର ପ୍ରଚାର ଓ ପ୍ରସାର ପାଇଁ ଯାଜପୁରରେ ଟିମ୍

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.