Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶତକ ହାସଲ କଲା ପିଆଜ, ଭୁବନେଶ୍ବରରେ କିଲୋ ପିଛା 120 ଟଙ୍କା ,ଅନ୍ୟାନ୍ୟ ସହରର ଦର ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବିଶେଷ ଖବର

ଶତକ ହାସଲ କଲା ପିଆଜ, ଭୁବନେଶ୍ବରରେ କିଲୋ ପିଛା 120 ଟଙ୍କା ,ଅନ୍ୟାନ୍ୟ ସହରର ଦର ଜାଣିଲେ ଆଶ୍ଚର୍ଯ୍ୟ ହେବେ

December 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର-ବର୍ତ୍ତମାନ ରାଜ୍ୟରେ ପିଆଜ ଦର ହୁତହୁତ ହୋଇ ବଢିବାରେ ଲାଗିଛି। ଚଳିତ ବର୍ଷ ପିଆଜ ଦର ଆକାଶ ଛୁଆ ହୋଇଛି। ବର୍ତ୍ତମାନ କଟକ ଭୁବନେଶ୍ବରରେ ପିଆଜ କିଲୋ ପିଛା 120 ଟଙ୍କାରେ ବିକ୍ରି ହେଉଛି। ବଜାରକୁ ନୂଆ ପିଆଜ ଆସିଲେ ଦର ହ୍ରାସ ପାଇବ ବୋଲି ସରକାରୀ ଭାବେ କୁହାଯାଉଥିଲା। ହେଲେ ନୂଆ ପିଆଜ ଆସିବା ପରେ ମଧ୍ୟ ପିଆଜ ଦର କମିବା ବଦଳରେ ବଢିବାରେ ଲାଗିଛି। ଫଳରେ ବର୍ତ୍ତମାନ ଖାଉଟି ପିଆଜ କିଣିବା ବେଳେ ଶହେ ଥର ଚିନ୍ତା କରୁଛନ୍ତି। ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ କରିବେ ବୋଲି କହିଥିଲେ, ହେଲେ ତାହା ମଧ୍ୟ ସଫଳ ହୋଇପାରି ନାହିଁ। ଫଳରେ ପିଆଜ ଦର ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବର୍ତ୍ତମାନ ଓଡିଶାର ବିଭିନ୍ନ ସହରରେ କିଲୋ ପିଛା ପିଆଜ ଦର ଯାହା ହୋଇଛି ତାହା ହେଲା

କଟକ- 120 ଟଙ୍କା

ଭୁବନେଶ୍ବର-120 ଟଙ୍କା

ବାଲେଶ୍ବର-120 ଟଙ୍କା

ବ୍ରହ୍ମପୁର-100 ଟଙ୍କା

ବଲାଙ୍ଗୀର-100 ଟଙ୍କା

ନବରଂଗପୁର-90 ଟଙ୍କା

ରାଉରକେଲା-110 ଟଙ୍କା

ପିପିଲି-120 ଟଙ୍କା

ଜଗତସିଂହପୁର-100 ଟଙ୍କା ରହିଛି।

ଯଦି ବର୍ତ୍ତମାନ ଯେପରି ଅବସ୍ଥା ଲାଗି ରହିଛି ତାହା ଯଦି ବଜାଇ ରହେ ତେବେ ଏହି ଦର ଆହୁରି ବଢିବ ବୋଲି ବ୍ୟବସାୟୀ ସଂଘ ତରଫରୁ କୁହାଯାଇଛି।

OnionPrice
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Latest News

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.