Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଝାଡଖଣ୍ଡରେ ସରକାର ଗଢିବେ ଜେଏମଏମ-କଂଗ୍ରେସ ଓ ଆରଜେଡି ମେଣ୍ଟ: ଏକଜିଟ୍ ପୁଲ ଫଳାଫଳ
ବିଶେଷ ଖବର

ଝାଡଖଣ୍ଡରେ ସରକାର ଗଢିବେ ଜେଏମଏମ-କଂଗ୍ରେସ ଓ ଆରଜେଡି ମେଣ୍ଟ: ଏକଜିଟ୍ ପୁଲ ଫଳାଫଳ

December 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Ranchi: A voter registering name to cast his vote at Utkramit Madhya Vidyalaya, Futkaltoli during the 3rd phase of Jharkhand Assembly Elections, in Ranchi on Dec 12, 2019. (Photo: IANS/PIB)

ନୂଆଦିଲ୍ଲୀ: ଝାଡଖଣ୍ଡରେ ସରକାର ଗଢିବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ। ବିଭିନ୍ନ ନ୍ୟୁଜ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ୍ ପୁଲରୁ ଏହା ସ୍ପଷ୍ଟ ହୋଇଛି। ଆଜି ଝାଡଖଣ୍ଡର 81ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା। ଏହି ନିର୍ବାଚନ ସରିବା ପରେ ବିଭିନ୍ନ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ ପୁଲର ଫଳାଫଳ ପ୍ରକାଶ କରାଯାଇଥିଲା। ଏଥିରେ ଚ୍ୟାନେଲଗୁଡିକ ଯେଉଁ ଫଳାଫଳ ପ୍ରକାଶ କରିଥିଲେ ତାହା ହେଲା

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ

ଜେଏମଏମ-କଂଗ୍ରେସ ମେଣ୍ଟ- 38 ରୁ 50  ବିଜେପି- 22 ରୁ 32

ଖାସିସ ନ୍ୟୁଜ

ଜେଏମଏମ-କଂଗ୍ରେସ ମେଣ୍ଟ- 37 ରୁ 49   ବିଜେପି- 25 ରୁ 30

ଆଇଏଏନଏସ ସି ଭୋଟର

ଜେଏମଏମ-କଂଗ୍ରେସ ମେଣ୍ଟ- 35      ବିଜେପି-  32

ଦେଶରେ ସିଏଏଏ ନିଆଁ ଜଳୁଥିବା ବେଳେ ଝାଡଖଣ୍ଡରେ ନିର୍ବାଚନ ଚାଲିଥିଲା। ବିଜେପି ଏହାକୁ ଆଧାର କରି ନିର୍ବାଚନ ବୈଚରଣୀ ପାରି ହେବାକୁ ଚେଷ୍ଠି କରିଛି। ହେଲେ ମେଣ୍ଟ ଦଳ ସ୍ଥାନୀୟ ସମସ୍ୟାକୁ ନିର୍ବାଚନୀ ପ୍ରସଂଗ କରି ନିର୍ବାଚନ ଲଢିଥିଲା। ଆସନ୍ତା 23 ତାରିଖରେ ଝାଡଖଣ୍ଡ ନିର୍ବାଚନର ଭୋଟ ଗଣତି କରାଯିବ। (ଆଇଏଏନଏସ)

ଝାଡଖଣ୍ଡ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026
Latest News

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.