Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜେଏନୟୁ ଛାତ୍ର ଙ୍କ ସମର୍ଥନରେ ଦୀପିକା ପାଦୁକୋନ
ବିଶେଷ ଖବର

ଜେଏନୟୁ ଛାତ୍ର ଙ୍କ ସମର୍ଥନରେ ଦୀପିକା ପାଦୁକୋନ

January 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Deepika in JNU student strike

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ: ସନ୍ଧ୍ୟାରେ ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋନ ଜଓ୍ଵାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟ ରେ ପହଞ୍ଚି ଛାତ୍ର ଛାତ୍ରଛାତ୍ରୀ ଙ୍କ ପ୍ରତି ନିଜର ନୀରବ ସମର୍ଥନ ଦେଇଛନ୍ତି। ଗତ ରବିବାର ରାତିରେ ଜେଏନୟୁ ରେ ହୋଇଥିବା ଆକ୍ରମଣ ବିରୋଧରେ ଦେଶସାରା ପ୍ରତିବାଦ ଚାଲିଥିବା ସମୟରେ ଦୀପିକା ଙ୍କର ସମର୍ଥନ ବିଜେପି ଶିବିର କୁ ଅଡ଼ୁଆରେ ପକାଇଛି। ଦୀପିକା ଏ ସମ୍ପର୍କରେ କୌଣସି ବକ୍ତବ୍ୟ ରଖି ନ ଥିବା ବେଳେ ବିଜେପି ତରଫରୁ ତାଙ୍କ ସିନେମା ବର୍ଜନ କରାଯାଉ ବୋଲି ସୋସିଆଲ ମିଡ଼ିଆ ପ୍ରଚାର ଆରମ୍ଭ ହେଲାଣି। ବିଜେପି ର ବଡ଼କୁହା ନେତା ତେଜିନ୍ଦର ବାଗ୍ଗା ଦୀପିକା ଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ନାଗରିକ ଆଇନ ଓ ଜେଏନୟୁ ପ୍ରସଙ୍ଗ ରେ ବିଜେପି ତୀବ୍ର ବିରୋଧର ସମ୍ମୁଖୀନ ହେଊଥିବା ବେଳେ ଦୀପିକା ପାଦୁକୋନ ଙ୍କ ସ୍ତରର ସିନେ ତାରକା ଜେଏନୟୁ କୁ ସମର୍ଥନ ଦେବା, ରାଜନୀତି ରେ ଝଡ ସୃଷ୍ଟି କରିବା ସ୍ବାଭାବିକ।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.