Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏହି ଆଠଟି ଫଟୋ ପ୍ରମାଣିତ କରୁଛୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତ ପ୍ରତି ରହିଛି କେତେ ଆଗ୍ରହ
ବିଶେଷ ଖବର

ଏହି ଆଠଟି ଫଟୋ ପ୍ରମାଣିତ କରୁଛୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତ ପ୍ରତି ରହିଛି କେତେ ଆଗ୍ରହ

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତରେ ପହଁଚିବା ପରେ ତାଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ଅହମ୍ମଦାବାଦର ସର୍ଦ୍ଧାର ପଟେଲ ଷ୍ଟାଡିୟମରେ ତାଙ୍କୁ ଦିଆଯାଇଛି ଭାରତବାସୀଙ୍କ ତରଫରୁ କରାଯାଇଛି ବିପୁଳ ସ୍ବାଗତ। ତା ପ୍ରତି ବଦଳରେ ଟ୍ରମ୍ପଙ୍କ ଭାରତବାସୀଙ୍କ ପ୍ରତି କେତେ ଆଗ୍ରହ ଏହି ଫଟୋ ହେଉଛି ତାହାର ପ୍ରମାଣ

ଅହମଦାବାଦ ବିମାନ ବନ୍ଦରରେ ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ବିମାନରୁ ଓହ୍ଲାଉଛନ୍ତି
ବିମାନ ବନ୍ଦରରେ ଡୋନାଲଡ ଟ୍ରମ୍ପଙ୍କୁ କୋଳାଗ୍ରତ କରି ସ୍ବାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କାରକେଡ ଭିତରେ ଷ୍ଟାଡିୟମ ଅଭିମୁଖେ ଟ୍ରମ୍ପ ଦମ୍ପତି
ଷ୍ଟାଡିୟମ ଯିବା ପୂର୍ବରୁ ଟ୍ରମ୍ପ ଦମ୍ପତିଙ୍କୁ ସାବରମତି ଆଶ୍ରମକୁ ବୁଲାଇ ଦେଖାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସାବରମତି ଆଶ୍ରମରେ ଟ୍ରମ୍ପ ଦମ୍ପତିଙ୍କୁ ଗାନ୍ଧୀଙ୍କ ଚରଖା ସଂପର୍କରେ ଅବଗତ କରାଉଛନ୍ତି ମୋଦୀ
ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ମୋଦୀଙ୍କ ସହିତ ଡୋନାଲଡ ଟ୍ରମ୍ପ ଏବଂ ତାଙ୍କର ପତ୍ନୀ
ଭରପୁର ଷ୍ଟାଡିୟମରେ ଭାରତ ଓ ଆମେରିକାର ବିଶିଷ୍ଠ ଅତିଥୀ ବୃନ୍ଦ ଟ୍ରମ୍ପଙ୍କ ଭାଷଣ ଶୁଣିବାରେ ନିମଗ୍ନ
କଡା ସୁରକ୍ଷା ମଧ୍ୟରେ ନିଜର ଅଭିଭାଷଣ ରଖୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ
NamesteTrump
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.