
ଭୁବନେଶ୍ବର, ସେଦିନ ଥିଲା 3 ତାରିଖ 2019 ମସିହା, ପ୍ରତିଟି ଓଡିଆଙ୍କ ମନରେ ସ୍ମୃତି ହୋଇ ରହିବ ଫନି ବାତ୍ୟାର ତାଣ୍ଡବ ଲିଲା। କେହି କେବେ ଭାବି ନ ଥିବା ଯେ, ଓଡିଶାରେ ବିଶେଷ କରି ଭୁବନେଶ୍ବରରେ ଫନି ତାଣ୍ଡବ ସୃଷ୍ଟି କରିବ। ଯଦି ମନେ ପଡେ ଲାଇନ ବନ୍ଦ, ପାଣି ବନ୍ଦ, ଖାଇବା ନାହିଁ, ଘର ଭିତରେ ବସିରହିଥିଲେ ସମସ୍ତେ, ରୁମ ଟାଙ୍କୁଳି ଯାଉଛି। ଠିକ୍ ବର୍ତ୍ତମାନ କରୋନା ଭୟରେ ଯେପରି ସମସ୍ତେ ଚୁପଚାପ। ପାର୍ଥକ୍ୟ ଏତିକି ସେତେବେଳେ ସବୁ ବନ୍ଦ ହୋଯାଇଥିଲା, ବର୍ତ୍ତମାନ ଖାଇବା ପିଇବା ପାଣିର ଅଭାବ ନାହିଁ।
ସେଦିନର ସ୍ମୃତିକୁ ମନେ ପକାଇବା ପାଇଁ ଉପସ୍ଥାପିତ କରୁଛି ଫନି ତାଣ୍ଡବଲିଲାର କିଛି ଫଟୋ





