
ସମୀକ୍ଷା ବ୍ୟୁରୋ
ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ଭବନନରେ ବସିଥିବା ଚୟନ କମିଟ ବିଧାନସଭା ଆସନ ସହିତ 16ଟି ଲୋକସଭା ଆସନ ପାଇଁ ମଧ୍ୟ 32 ଜଣଙ୍କ ନାମ ସୁପାରିଶ କରିଛି। ତେବେ ବାମଦଳ ସହିତ ଆସନ ବୁଝାମଣା ହେଉଥିବାରୁ ଦଳ 5ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରି ନାହିଁ। ଆଉ 16ଟି ଆସନ ପାଇଁ ଯେଉଁ ନାମ ଯାଇଛି ତାହା ହେଲା..
- ସୁନ୍ଦରଗଡ-ଜର୍ଜ ତିର୍କି/ପ୍ରଫୁଲ ମାଝୀ
- ସମ୍ବଲପୁର-ଶରତ ପଟ୍ଟନାୟକ/ଅମର ପ୍ରଧାନ
- ବରଗଡ-
- କେଉଁଝର-ହରମୋହନ ସୋରେନ/ବନିତା ମାଝି
- ମୟୁରଭଂଜ-
- ବାଲେଶ୍ବର-ନବଜ୍ୟୋତି ପଟ୍ଟନାୟକ/ସୁଦର୍ଶନ ଦାସ
- ଭଦ୍ରଖ-ଅନନ୍ତ ପ୍ରସାଦ ସେଠୀ/ପଞ୍ଚାନନ ମଣ୍ଡଳ
- ଯାଜପୁର-ମାନସ ଜେନା/ଅର୍ଜୁନ ଚରଣ ଦାସ
- ଢେଙ୍କାନାଳ-କାମାକ୍ଷା ପ୍ରସାଦ ସିଂଦେଓ/ରାମଚନ୍ଦ୍ର ଖୁଣ୍ଟିଆ
- ବଲାଙ୍ଗିର- ସମରେନ୍ଦ୍ର ମିଶ୍ର/ଲକ୍ଷ୍ଣଣ କୁମାର ମେହେର
- କଳାହାଣ୍ଡି- ଭକ୍ତଚରଣ ଦାସ/ଜଗନ୍ନାଥ ପଟ୍ଟନାୟକ
- ନବରଂଗପୁର- ପ୍ରଦୀପ ମାଝି/ଚନ୍ଦ୍ରଶେଖର ମାଝି
- କନ୍ଧମାଳ-ମୋନଜ କୁମାର ଆଚାର୍ଯ୍ୟ/ଚନ୍ଦ୍ର ଶେଖର ପରିଡା
- କଟକ-ପଞ୍ଚାନନ କାନୁନଗୋ/ସୁରେଶ ମହାପାତ୍ର
- କେନ୍ଦ୍ରାପଡା-ଧରଣୀଧର ନାୟକ/ଚିନ୍ମୟ ବେହୁରା
- ଜଗତସିଂହପୁର-ବିଭୂପ୍ରସାଦ ତରାଇ/ପ୍ରଶାନ୍ତ ମଲ୍ଲିକ
- ପୁରୀ-ବିଶ୍ବ ରଂଜନ ମହାନ୍ତି/ସତ୍ୟପ୍ରକାଶ ନାୟକ
- ଭୁବନେଶ୍ବର-
- ଆସ୍କା-
- ବ୍ରହ୍ମପୁର-ତିରୂପତି ପାଣିଗ୍ରାହୀ/ତ୍ରିନାଥ ବେହେରା
- କୋରାପୁଟ-