Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»16ଟି ଲୋକସଭା ଆସନ ପାଇଁ 32 ଜଣଙ୍କ ନାମ ସୁପାରିଶ କଲା କଂଗ୍ରେସ ଚୟନ କମିଟି। ଢେଙ୍କାନାଳରୁ ଲଢିବେ କେ.ପି.ସିଂହଦେଓ, କଟକରୁ ପଞ୍ଚାନନ କାନୁନଗୋ।
ବିଶେଷ ଖବର

16ଟି ଲୋକସଭା ଆସନ ପାଇଁ 32 ଜଣଙ୍କ ନାମ ସୁପାରିଶ କଲା କଂଗ୍ରେସ ଚୟନ କମିଟି। ଢେଙ୍କାନାଳରୁ ଲଢିବେ କେ.ପି.ସିଂହଦେଓ, କଟକରୁ ପଞ୍ଚାନନ କାନୁନଗୋ।

March 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ଭବନନରେ ବସିଥିବା ଚୟନ କମିଟ ବିଧାନସଭା ଆସନ ସହିତ 16ଟି ଲୋକସଭା ଆସନ ପାଇଁ ମଧ୍ୟ 32 ଜଣଙ୍କ ନାମ ସୁପାରିଶ କରିଛି।  ତେବେ ବାମଦଳ ସହିତ ଆସନ ବୁଝାମଣା ହେଉଥିବାରୁ ଦଳ 5ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରି ନାହିଁ। ଆଉ 16ଟି ଆସନ ପାଇଁ ଯେଉଁ ନାମ ଯାଇଛି ତାହା ହେଲା..

  1. ସୁନ୍ଦରଗଡ-ଜର୍ଜ ତିର୍କି/ପ୍ରଫୁଲ ମାଝୀ
  2. ସମ୍ବଲପୁର-ଶରତ ପଟ୍ଟନାୟକ/ଅମର ପ୍ରଧାନ
  3. ବରଗଡ-
  4. କେଉଁଝର-ହରମୋହନ ସୋରେନ/ବନିତା ମାଝି
  5. ମୟୁରଭଂଜ-
  6. ବାଲେଶ୍ବର-ନବଜ୍ୟୋତି ପଟ୍ଟନାୟକ/ସୁଦର୍ଶନ ଦାସ
  7. ଭଦ୍ରଖ-ଅନନ୍ତ ପ୍ରସାଦ ସେଠୀ/ପଞ୍ଚାନନ ମଣ୍ଡଳ
  8. ଯାଜପୁର-ମାନସ ଜେନା/ଅର୍ଜୁନ ଚରଣ ଦାସ
  9. ଢେଙ୍କାନାଳ-କାମାକ୍ଷା ପ୍ରସାଦ ସିଂଦେଓ/ରାମଚନ୍ଦ୍ର ଖୁଣ୍ଟିଆ
  10. ବଲାଙ୍ଗିର- ସମରେନ୍ଦ୍ର ମିଶ୍ର/ଲକ୍ଷ୍ଣଣ କୁମାର ମେହେର
  11. କଳାହାଣ୍ଡି- ଭକ୍ତଚରଣ ଦାସ/ଜଗନ୍ନାଥ ପଟ୍ଟନାୟକ
  12. ନବରଂଗପୁର- ପ୍ରଦୀପ ମାଝି/ଚନ୍ଦ୍ରଶେଖର ମାଝି
  13. କନ୍ଧମାଳ-ମୋନଜ କୁମାର ଆଚାର୍ଯ୍ୟ/ଚନ୍ଦ୍ର ଶେଖର ପରିଡା
  14. କଟକ-ପଞ୍ଚାନନ କାନୁନଗୋ/ସୁରେଶ ମହାପାତ୍ର
  15. କେନ୍ଦ୍ରାପଡା-ଧରଣୀଧର ନାୟକ/ଚିନ୍ମୟ ବେହୁରା
  16. ଜଗତସିଂହପୁର-ବିଭୂପ୍ରସାଦ ତରାଇ/ପ୍ରଶାନ୍ତ ମଲ୍ଲିକ
  17. ପୁରୀ-ବିଶ୍ବ ରଂଜନ ମହାନ୍ତି/ସତ୍ୟପ୍ରକାଶ ନାୟକ
  18. ଭୁବନେଶ୍ବର-
  19. ଆସ୍କା-
  20. ବ୍ରହ୍ମପୁର-ତିରୂପତି ପାଣିଗ୍ରାହୀ/ତ୍ରିନାଥ ବେହେରା
  21. କୋରାପୁଟ-
loksabha
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026

ମହାରାଷ୍ଟ୍ର ରାଜନୀତିରେ ଆସୁଛି କି ନୂଆ ଝଡ଼? ଉଦ୍ଧବ ଠାକରେ ଡାକିଲେ ଜରୁରୀ ବୈଠକ

June 12, 2026

ଭାରତୀୟ ଜାହାଜ ଉପରେ ଆକ୍ରମଣ ପ୍ରସଙ୍ଗ: ବିବୃତ୍ତି ଜାରି କଲେ ଟ୍ରମ୍ପ

June 12, 2026
Latest News

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026

ଦେଶର ନୂତନ ସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ

June 13, 2026

ପ୍ରବଳ ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚର ଟସ୍ ରେ ବିଳମ୍ବ: ଜାଣନ୍ତୁ କଟ-ଅଫ୍ ସମୟ

June 13, 2026

ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.